इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବିଷୟଗୁଡ଼ିକର ସୂଚୀ ପ୍ରହରୀଦୁର୍ଗସଜାଗ ହୁଅ ! ୨୦୨୨

ବିଷୟଗୁଡ଼ିକର ସୂଚୀ ପ୍ରହରୀଦୁର୍ଗସଜାଗ ହୁଅ ! ୨୦୨୨

ଲେଖାଗୁଡ଼ିକର ବିଷୟ ଓ ପତ୍ରିକାର ସଂଖ୍ୟା

ପ୍ରହରୀଦୁର୍ଗର ଅଧ୍ୟୟନ ସଂସ୍କରଣ

ଅଧ୍ୟୟନ ଲେଖା

  • ଅନେକ ଲୋକଙ୍କୁ ଧର୍ମର ପ୍ରତି ଫେରାଇ ଅଣାଯିବ, ସେପ୍ଟେ.

  • ଆପଣ ନିଜ ଭାଇଭଉଣୀମାନଙ୍କ ଉପରେ ଭରସା କରିପାରିବେ ! ସେପ୍ଟେ.

  • ଆପଣ ‘ପୁରୁଣା ସ୍ୱଭାବକୁ’ ଖୋଲି ଫିଙ୍ଗିପାରିବେ, ମାର୍ଚ୍ଚ

  • ଆମେ ସବୁଦିନ ଯାଏ ବଞ୍ଚିପାରିବା ! ଡିସେ.

  • ଆମେ ସ୍ମାରକରେ କାହିଁକି ଉପସ୍ଥିତ ହେଉ ? ଜାନୁ.

  • ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି ! ଜୁଲା.

  • କ’ଣ ଆପଣ କଥାବାର୍ତ୍ତା କରିବା ମାମଲାରେ ଭଲ ଉଦାହରଣ ଅଟନ୍ତି ? ଏପ୍ରି.

  • କ’ଣ ଆପଣଙ୍କ ନାମ “ଜୀବନ ପୁସ୍ତକରେ” ଅଛି ? ସେପ୍ଟେ.

  • କ’ଣ ଆପଣଙ୍କ ପରାମର୍ଶ ଦ୍ୱାରା ଅନ୍ୟମାନଙ୍କ ହୃଦୟ ଖୁସି ହୁଏ ? ଫେବୃ.

  • କ’ଣ ଭାଇଭଉଣୀମାନେ ଆପଣଙ୍କ ଉପରେ ଭରସା କରିପାରିବେ ? ସେପ୍ଟେ.

  • କୌଣସି ବି କଥା ଆପଣଙ୍କୁ ଯିହୋବାଙ୍କଠୁ ଅଲଗା କରିପାରିବ ନାହିଁ ! ନଭେ.

  • “ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ,” ଡିସେ.

  • ଧାର୍ମିକତାରେ ଚାଲିବାର ଇଚ୍ଛାକୁ ଦୃଢ଼ କରନ୍ତୁ, ଅଗ.

  • ନିଜ ଆଶା ଲଗାତାର ଦୃଢ଼ କରନ୍ତୁ ! ଅକ୍ଟୋ.

  • ନିଜ ସମୟର ସଠିକ୍‌ ବ୍ୟବହାର କରନ୍ତୁ, ଜାନୁ.

  • ପରସ୍ପରକୁ ଲଗାତାର ମଜବୁତ୍‌ କରୁଥାଅ, ଅଗ.

  • ପ୍ରକାଶିତ ବାକ୍ୟରୁ ଆମକୁ ମିଳୁଥିବା ଶିକ୍ଷା, ମେ

  • ପ୍ରକାଶିତ ବାକ୍ୟରେ ଆମ ଭବିଷ୍ୟତ ପାଇଁ ଆଶା, ମେ

  • ପ୍ରକାଶିତ ବାକ୍ୟରେ ଈଶ୍ୱରଙ୍କ ଶତ୍ରୁମାନଙ୍କ ବିନାଶର ସନ୍ଦେଶ, ମେ

  • ପ୍ରକୃତ ବୁଦ୍ଧି ଉଚ୍ଚସ୍ୱରରେ ଡାକୁଛି ! ଅକ୍ଟୋ.

  • ପ୍ରାଚୀନମାନେ, ପାଉଲଙ୍କୁ ଅନୁକରଣ କରିବା ଜାରି ରଖନ୍ତୁ, ମାର୍ଚ୍ଚ

  • ପ୍ରାର୍ଥନା ଗୋଟିଏ ନିଆରା ଆଶିଷ, ତା’ ପାଇଁ କୃତଜ୍ଞ ହୁଅନ୍ତୁ ! ଜୁଲା.

  • ବାଇବଲର ପ୍ରଥମ ଭବିଷ୍ୟତବାଣୀ ଆପଣଙ୍କ ପାଇଁ କ’ଣ ମହତ୍ତ୍ୱ ରଖେ ? ଜୁଲା.

  • ବାପାମାଆମାନେ, ନିଜ ପିଲାମାନଙ୍କୁ ପ୍ରେମ କରିବା ଶିଖାନ୍ତୁ, ମେ

  • ବାପ୍ତିସ୍ମ ପରେ ମଧ୍ୟ ‘ନୂଆ ସ୍ୱଭାବ’ ପିନ୍ଧି ରଖନ୍ତୁ, ମାର୍ଚ୍ଚ

  • ବିଶ୍ୱସ୍ତ ରହିବା କଷ୍ଟ ହେଲେ, ସଚେତନ ହୁଅନ୍ତୁ, ନଭେ.

  • ବୁଦ୍ଧିମାନର କଥା କାନ ଡେରି ଶୁଣ, ଫେବୃ.

  • ଭରସା ରଖନ୍ତୁ ଯେ ଯିହୋବା ଯାହା ମଧ୍ୟ କରନ୍ତି ଠିକ୍‌ କରନ୍ତି, ଫେବୃ.

  • ମନପ୍ରାଣ ଦେଇ ଯିହୋବାଙ୍କ ସେବା କରନ୍ତୁ ଓ ଖୁସି ରହନ୍ତୁ, ଏପ୍ରି.

  • ମାଆମାନେ, ଇଉନୀକୀଙ୍କଠାରୁ ଶିଖନ୍ତୁ, ଏପ୍ରି.

  • ଯିଖରୀୟଙ୍କ ଦର୍ଶନ ମନେ ରଖନ୍ତୁ, ମାର୍ଚ୍ଚ

  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ, ଜୁନ୍‌

  • ଯିହୋବାଙ୍କ ଉପରେ ଯିଏ ଭରସା ରଖେ, ତା’ର କୌଣସି ଭଲ ବିଷୟ ଅଭାବ ହେବ ନାହିଁ, ଜାନୁ.

  • ଯିହୋବାଙ୍କ ଦୃଷ୍ଟି ଆମ ଉପରେ ଲାଗି ରହିଥାଏ, ଅଗ.

  • ଯିହୋବାଙ୍କ ପରାମର୍ଶ ମାନନ୍ତୁ, ବୁଦ୍ଧିମାନ ହୁଅନ୍ତୁ, ମେ

  • ଯିହୋବାଙ୍କ ପ୍ରେମ, କରେ ଡରକୁ କାବୁ ! ଜୁନ୍‌

  • ଯିହୋବାଙ୍କ ବିଶ୍ୱସ୍ତ ଲୋକମାନେ ଖୁସି ରହନ୍ତି ! ଅକ୍ଟୋ.

  • ଯିହୋବାଙ୍କ ସାହାଯ୍ୟରେ ଆମେ ଭଲଭାବେ ପ୍ରଚାର କରିପାରିବା ! ନଭେ.

  • ଯିହୋବାଙ୍କ ସାହାଯ୍ୟରେ ଆମେ ସମସ୍ୟା ସତ୍ତ୍ୱେ ଖୁସି ରହିପାରିବା ! ନଭେ.

  • ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ, ଜୁନ୍‌

  • ଯୀଶୁଙ୍କ ଆଖିର ଲୁହ ମଧ୍ୟ ଆମକୁ ବହୁତ କିଛି ଶିଖାଇଲା ! ଜାନୁ.

  • ଯୀଶୁଙ୍କ ନେତୃତ୍ୱରେ କାମ କରିବା ଜାରି ରଖନ୍ତୁ, ଜୁଲା.

  • ଯୀଶୁଙ୍କ ଭଳି ଅନ୍ୟମାନଙ୍କ ସେବା କରନ୍ତୁ, ଫେବୃ.

  • ଯୀଶୁଙ୍କ ସାନ ଭାଇଙ୍କଠାରୁ ଶିଖନ୍ତୁ, ଜାନୁ.

  • ଯୁବାମାନେ, ବାପ୍ତିସ୍ମ ନେବା ପରେ ବି ଆଗକୁ ବଢ଼ିବା ଜାରି ରଖନ୍ତୁ, ଅଗ.

  • ସତ୍ୟ ଉପାସନା କରନ୍ତୁ, ଖୁସିରେ ରହନ୍ତୁ, ମାର୍ଚ୍ଚ

  • “ସତ୍ୟର ରାସ୍ତାରେ ଚାଲିବା ଜାରି ରଖନ୍ତୁ,” ଅଗ.

  • ସମସ୍ୟା ସତ୍ତ୍ୱେ ଆପଣ ଶାନ୍ତି ପାଇପାରିବେ ! ଡିସେ.

  • ସମସ୍ୟା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ, ଡିସେ.

  • କ୍ଷମା କରନ୍ତୁ ଓ ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ, ଜୁନ୍‌

  • ଲକ୍ଷ୍ୟ ରଖନ୍ତୁ ଓ ତାହା ହାସଲ କରନ୍ତୁ, ଏପ୍ରି.

ଆପଣଙ୍କ ପ୍ରଶ୍ନ

  • ଏହା କିପରି ହୋଇପାରେ ଯେ ଦାଉଦ ମଫୀବୋଶତ୍‌ ଉପରେ ଦୟା କଲେ, କିନ୍ତୁ ପରେ ମଫୀବୋଶତ୍‌ର ହତ୍ୟା କରାଇଦେଲେ ? (୨ଶାମୁ ୨୧:୭-୯), ମାର୍ଚ୍ଚ

  • କʼଣ ଦାଉଦ ବଢ଼େଇ ଚଢ଼େଇ କହୁଥିଲେ ଯେ ସେ “ସଦାକାଳ” ଈଶ୍ୱରଙ୍କ ନାମର ପ୍ରଶଂସା କରିବ ? (ଗୀତ ୬୧:୮), ଡିସେ.

  • ନୂଆ ଦୁନିଆରେ କେଉଁମାନଙ୍କୁ ଜୀବିତ କରାଯିବ ଓ ସେମାନଙ୍କର ନ୍ୟାୟ କିପରି ହେବ ? ସେପ୍ଟେ.

  • ବାଇବଲରେ ଶପଥ ନେବା ବିଷୟରେ କ’ଣ କୁହାଯାଇଛି ? ଏପ୍ରି.

  • ଯଦି ଜଣେ ଖ୍ରୀଷ୍ଟିୟାନ ବାଇବଲ ସିଦ୍ଧାନ୍ତର ବିରୁଦ୍ଧରେ ଯାଇ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦିଏ ଓ ଦ୍ୱିତୀୟ ବିବାହ କରେ, ତା’ହେଲେ ତାର ପ୍ରଥମ ଓ ଦ୍ୱିତୀୟ ବିବାହକୁ ମଣ୍ଡଳୀରେ କେଉଁ ଦୃଷ୍ଟିରେ ଦେଖାଯିବ ? ଏପ୍ରି.

  • ଯେବେ ପାଉଲ କହିଲେ ଯେ ସେ “ଅକାଳଜାତ” ପିଲା ଭଳି ଅଟନ୍ତି, ତେବେ ତାଙ୍କର କହିବାର ଅର୍ଥ କ’ଣ ଥିଲା ? (୧କରି ୧୫:୮), ସେପ୍ଟେ.

  • ଯେବେ ଯୀଶୁ କହିଲେ, “ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ,” ତେବେ ତା’ର ଅର୍ଥ କ’ଣ ଥିଲା ? (ମାଥି ୧୦:୩୪, ୩୫), ଜୁଲା.

କ’ଣ ଆପଣ ଜାଣନ୍ତି ?

  • ଇସ୍ରାଏଲୀୟମାନେ କିପରି ନିର୍ଦ୍ଧାରିତ କରୁଥିଲେ ଯେ କୌଣସି ମାସ କିମ୍ବା ବର୍ଷ କେବେ ଆରମ୍ଭ ହେବ ? ଜୁନ୍‌

  • ଇସ୍ରାଏଲୀୟମାନେ ଘୁଘୁ (କପୋତ) ବା କାପ୍ତା (ପାରା) ମଧ୍ୟରୁ ଯାହା ବି ଗୋଟିଏ କାହିଁକି ଚଢ଼ାଇ ପାରୁଥିଲେ ? ଫେବୃ.

  • କʼଣ ମର୍ଦ୍ଦଖୟ ନାମକ ଜଣେ ବ୍ୟକ୍ତି ସତରେ ଥିଲେ ? ନଭେ.

  • କ’ଣ ରୋମୀ ସରକାର ଏପରି ଲୋକମାନଙ୍କ ଶବକୁ ପୋତିବାର ଅନୁମତି ଦେଉଥିଲା, ଯେଉଁମାନଙ୍କୁ ଯୀଶୁଙ୍କ ଭଳି କାଠରେ ପିଟି ମାରି ଦିଆଯାଉଥିଲା ? ଜୁନ୍‌

  • ପ୍ରାଚୀନ ଇସ୍ରାଏଲରେ ଲୋକମାନେ କାହିଁକି କନ୍ୟାର ମୂଲ୍ୟ ଦେଉଥିଲେ ? ଫେବୃ.

ଖ୍ରୀଷ୍ଟୀୟ ଜୀବନ ଓ ଗୁଣ

  • କʼଣ ଆପଣ “ପୃଥିବୀର ଅଧିକାରୀ” ହେବା ପାଇଁ ପ୍ରସ୍ତୁତ ଅଛନ୍ତି ? ଡିସେ.

  • କ’ଣ କୃପା କରିବା ଆପଣଙ୍କ ବ୍ୟବସ୍ଥା ଅଟେ ? ଜୁନ୍‌

  • ଚିନ୍ତାଗୁଡ଼ିକର ଭଲଭାବେ ସାମନା କିପରି କରିପାରିବା ? ଏପ୍ରି.

  • ମୋ ଡଗିମାନଙ୍କ ପାଇଁ ବିସ୍କୁଟ (କାର୍ଟ ଲଗାଇ ସାକ୍ଷ୍ୟ ଦେବା), ଏପ୍ରି.

  • ଯଦି ଇସ୍ରାଏଲୀୟମାନେ ଯୁଦ୍ଧରେ ଲଢ଼ିପାରୁଥିଲେ, ତେବେ ଆମେ କାହିଁକି ଲଢ଼ିପାରିବାନି ? ଅକ୍ଟୋ.

ଜୀବନ କାହାଣୀ

  • ଚିକିତ୍ସା କରିବାଠାରୁ ବି ବଢ଼ିଆ ସେବା (ରନେ ରୁଲମ୍ୟାନ), ଫେବୃ.

  • ମୁଁ ଯିହୋବା ଦେଖାଇଥିବା ରାସ୍ତାରେ ଚାଲିଲି (କିଥ୍‌ ଇଟନ), ଜୁଲା.

  • ‘ମୁଁ ଯିହୋବାଙ୍କ ସେବା କରିବାକୁ ଚାହୁଁଥିଲି’ (ଡେନିୟଲ ୱାନ ମାରୁଲ୍‌), ନଭେ.

  • ଯିହୋବାଙ୍କ ବିଷୟରେ ଶିଖି ଓ ଅନ୍ୟମାନଙ୍କୁ ଶିଖାଇ ମୋତେ ବହୁତ ଖୁସି ମିଳିଛି (ଲିଓନ ୱିୱର ଜୁନିଅର), ସେପ୍ଟେ.

ଯିହୋବାଙ୍କ ସାକ୍ଷୀ

  • ୧୯୨୨—ଶହେ ବର୍ଷ ପୂର୍ବର ଇତିହାସ, ଅକ୍ଟୋ.

ସର୍ବସାଧାରଣ ପାଇଁ ପ୍ରହରୀଦୁର୍ଗ

ସଜାଗ ହୁଅ !

  • ସମସ୍ୟାରେ ଭରିଥିବା ଏହି ଦୁନିଆରେ ନିଜକୁ କିପରି ରକ୍ଷା କରିବା ? ସଂଖ୍ୟା ୧