ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଡିସେମ୍ବର ୨୦୨୩
ଏହି ସଂଖ୍ୟାରେ ୫ ଫେବୃୟାରୀ–୩ ମାର୍ଚ୍ଚ, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୫୦
ଧାର୍ମିକ ହେବା ପାଇଁ ବିଶ୍ୱାସର ସହ କାମ ବି ଜରୁରୀ
୫-୧୧ ଫେବୃୟାରୀ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ମଦ ବିଷୟରେ ଈଶ୍ୱରଙ୍କ ଚିନ୍ତାଧାରା ଆପଣାନ୍ତୁ
କିଛି ଲୋକ ହୁଏତ ନିର୍ଦ୍ଧାରିତ କରିବେ ଯେ ସେମାନେ ମଦ ପିଇବେ ନାହିଁ, କିନ୍ତୁ କିଛି ଲୋକ ପିଅନ୍ତି । ଜଣେ ଖ୍ରୀଷ୍ଟିୟାନ ମଦ ପିଇବାର ଖରାପ ପରିଣାମଗୁଡ଼ିକରୁ କିପରି ବଞ୍ଚିପାରିବ ?
ଅଧ୍ୟୟନ ଲେଖା ୫୨
ଯୁବା ଭଉଣୀମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !
୧୯-୨୫ ଫେବୃୟାରୀ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୫୩
ଯୁବା ଭାଇମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !
୨୬ ଫେବୃୟାରୀ–୩ ମାର୍ଚ୍ଚ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଆପଣଙ୍କୁ ମନେ ଅଛି କି ?
କʼଣ ଆପଣ ଏବେକାର ପ୍ରହରୀଦୁର୍ଗ ପତ୍ରିକାଗୁଡ଼ିକ ପଢ଼ିଛନ୍ତି ଓ ତାʼର ମଜା ନେଇଛନ୍ତି ? ଦେଖନ୍ତୁ ଯେ କʼଣ ଆପଣଙ୍କୁ ସେଥିରେ ଲେଖାଥିବା କଥା ମନେ ଅଛି ।
ବିଷୟଗୁଡ଼ିକର ସୂଚୀ ପ୍ରହରୀଦୁର୍ଗ ଓ ସଜାଗ ହୁଅ ! ୨୦୨୩
ପ୍ରହରୀଦୁର୍ଗ ଓ ସଜାଗ ହୁଅ ! ୨୦୨୩ରେ ଆସିଥିବା ଲେଖାଗୁଡ଼ିକର ବିଷୟ ମୁତାବକ ସୂଚୀ ।
ଅନୁଭୂତି
ଜାଣନ୍ତୁ ଯେ ଜଣେ ଭଉଣୀ କିପରି ସୁଯୋଗ ଖୋଜି ସାକ୍ଷ୍ୟ ଦେଲେ ଏବଂ ଦେଖାଇଲେ ଯେ ତାଙ୍କ ହୃଦୟରେ ଅନ୍ୟମାନଙ୍କ ପାଇଁ କରୁଣା ଅଛି ।