ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଡିସେମ୍ବର ୨୦୨୪

ଏହି ସଂଖ୍ୟାରେ ୩ ଫେବୃୟାରୀ–​୨ ମାର୍ଚ୍ଚ, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୪୮

ରୋଟୀର ଚମତ୍କାରରୁ ଆମେ କʼଣ ଶିଖିପାରିବା ?

୩-୯ ଫେବୃୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୪୯

ଆପଣ ଅନନ୍ତ ଜୀବନ କିପରି ପାଇପାରିବେ ?

୧୦-୧୬ ଫେବୃୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୫୦

ବାପାମାଆମାନେ, ନିଜ ପିଲାମାନଙ୍କ ବିଶ୍ୱାସ ଦୃଢ଼ କରିବା ପାଇଁ ସାହାଯ୍ୟ କରନ୍ତୁ

୧୭-୨୩ ଫେବୃୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୫୧

ଆପଣଙ୍କ ଲୁହ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ !

୨୪ ଫେବୃୟାରୀ–୨ ମାର୍ଚ୍ଚ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଜୀବନ କାହାଣୀ

ମୁଁ ଶିଖିବା ଜାରି ରଖିଲି

ଭାଇ ଜୋଏଲ ଆଡାମ କହନ୍ତି ଯେ ସେ କିପରି ଗତ ୮୦ ବର୍ଷରୁ ଖୁସିର ସହ ଯିହୋବାଙ୍କ ସେବା କରିବା ଜାରି ରଖିଛନ୍ତି ।

ଆପଣଙ୍କ ପ୍ରଶ୍ନ

୧ ତୀମଥି ୫:୨୧ ପଦରେ ଯେଉଁ “ମନୋନୀତ ଦୂତମାନଙ୍କ” ବିଷୟରେ କୁହାଯାଇଛି, ସେମାନେ କିଏ ?

ଆପଣଙ୍କୁ ମନେ ଅଛି କି ?

କʼଣ ଆପଣ ଏବେକାର ପ୍ରହରୀଦୁର୍ଗ ପତ୍ରିକାଗୁଡ଼ିକ ପଢ଼ିଛନ୍ତି ଓ ତାʼର ମଜା ନେଇଛନ୍ତି ? ଦେଖନ୍ତୁ ଯେ କʼଣ ଆପଣଙ୍କୁ ସେଥିରେ ଲେଖାଥିବା କଥା ମନେ ଅଛି ।

ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ନିଜ ପ୍ରତିଜ୍ଞା ପୂରା କରନ୍ତି

ଆମେ ଯିପ୍ତହ ଓ ତାଙ୍କ ଝିଅଙ୍କ ଘଟଣାରୁ କʼଣ ଶିଖିପାରିବା ?