ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ନଭେମ୍ବର ୨୦୨୪

ଏହି ସଂଖ୍ୟାରେ ୬ ଜାନୁୟାରୀ–​୨ ଫେବୃୟାରୀ, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୪୪

ଅନ୍ୟାୟ କିପରି ସହିବା ?

୬-୧୨ ଜାନୁୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୪୫

ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖନ୍ତୁ

୧୩-୧୯ ଜାନୁୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୪୬

ଭାଇମାନେ, କʼଣ ଆପଣ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?

୨୦-୨୬ ଜାନୁୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୪୭

ଭାଇମାନେ, କʼଣ ଆପଣ ପ୍ରାଚୀନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?

୨୭ ଜାନୁୟାରୀ–୨ ଫେବୃୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଜୀବନ କାହାଣୀ

ଯୁଦ୍ଧ ଓ ଶାନ୍ତି ସମୟରେ ଯିହୋବାଙ୍କଠାରୁ ଆମକୁ ସାହସ ମିଳିଲା

ଭାଇ ପଲ୍‌ ଓ ଭଉଣୀ ଏନ୍‌ କ୍ରୁଡସ କହନ୍ତି ଯେ ଯୁଦ୍ଧ ଓ ଅନ୍ୟ ସମସ୍ୟା ସମୟରେ ଯିହୋବା କିପରି ସେମାନଙ୍କୁ ସମ୍ଭାଳିଲେ ଓ ସାହସ ଦେଲେ

ପ୍ରତି ସପ୍ତାହ ଅଧ୍ୟୟନ କରିବା ପାଇଁ କʼଣ କରିପାରିବା ?

ପ୍ରତି ସପ୍ତାହ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଏବଂ ଏହାକୁ ମଜାଦାର କରିବା ପାଇଁ ଚାରୋଟି ଉପାୟ ଉପରେ ଧ୍ୟାନ ଦିଅନ୍ତୁ ।

ଭଲ ପରିବେଶରେ ଅଧ୍ୟୟନ କରନ୍ତୁ

ଧ୍ୟାନର ସହିତ ଅଧ୍ୟୟନ କରିବା ପାଇଁ ତିନୋଟି ଉପାୟ ଉପରେ ଧ୍ୟାନ ଦିଅନ୍ତୁ ।