ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଫେବୃୟାରୀ ୨୦୨୪
ଏହି ସଂଖ୍ୟାରେ ୮ ଏପ୍ରିଲ୍–୫ ମେ, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୫
“ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ” !
୮-୧୪ ଏପ୍ରିଲ୍, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୮
ଯିହୋବା ଯେଉଁ ପଥ ଦେଖାନ୍ତି, ସେଥିରେ ଚାଲିବା ଜାରି ରଖନ୍ତୁ
୨୯ ଏପ୍ରିଲ୍–୫ ମେ, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଯିହୋବାଙ୍କ ସମୟର ଅପେକ୍ଷା କରିବା ବେଳେ ଖୁସି କିପରି ରହିବା ?
ଅନେକ ଲୋକ ଯିହୋବାଙ୍କ ସମୟର ଅପେକ୍ଷା କରି କରି ଥକି ଗଲେଣି । ଏସମୟରେ ଆମେ କିପରି ଧୈର୍ଯ୍ୟ ଧରିପାରିବା ଓ ଖୁସିରେ ରହିପାରିବା ?
ପ୍ରଶାସନ ଦଳରେ ଦୁଇଜଣ ନୂଆ ସଦସ୍ୟ
ବୁଧବାର ୧୮ ଜାନୁୟାରୀ ୨୦୨୩ ତାରିଖରେ ଏହା ଘୋଷଣା କରାଗଲା ଯେ ଭାଇ ଗେଜ୍ ଫ୍ଲିଗଲ ଓ ଭାଇ ଜେଫରୀ ୱିଣ୍ଡରଙ୍କୁ ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।
ଆପଣଙ୍କ ପ୍ରଶ୍ନ
ଭବିଷ୍ୟତ ବିଷୟରେ କହିବା ପାଇଁ ଯିହୋବାଙ୍କ ପାଖରେ ଯେଉଁ ଦକ୍ଷତା ଅଛି, ସେବିଷୟରେ କʼଣ କୁହାଯାଇଛି ?
କʼଣ ଆପଣ ଜାଣନ୍ତି ?
ଏପରି ତିନୋଟି କାରଣ ଉପରେ ଧ୍ୟାନ ଦେବା, ହୁଏତ ଏହି କାରଣ ଯୋଗୁଁ ସେମାନେ ଏପରି କଲେ ।
ଅଧ୍ୟୟନ ପାଇଁ ପରାମର୍ଶ