ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଫେବୃୟାରୀ ୨୦୨୫
ଏହି ସଂଖ୍ୟାରେ ୧୪ ଏପ୍ରିଲ୍–୪ ମେ, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୬
ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ତାଙ୍କୁ କୃତଜ୍ଞତା ଦେଖାନ୍ତୁ
୧୪-୨୦ ଏପ୍ରିଲ୍, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୭
ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ଏଥିରୁ ଆପଣଙ୍କୁ କʼଣ ଲାଭ ହୁଏ ?
୨୧-୨୭ ଏପ୍ରିଲ୍, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୮
ଯିହୋବା ଆପଣଙ୍କୁ କ୍ଷମା କରନ୍ତି—କʼଣ ଆପଣ ଅନ୍ୟମାନଙ୍କୁ କ୍ଷମା କରିବେ ?
୨୮ ଏପ୍ରିଲ୍-୪ ମେ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଜୀବନ କାହାଣୀ
“ମୁଁ କେବେ ବି ଏକୁଟିଆ ନ ଥିଲି”
ଭାଇ ଆଙ୍ଗାଲିଟୋ ବେଲବୋଆଙ୍କୁ କାହିଁକି ଭରସା ଅଛି ଯେ ଯିହୋବା କଠିନ ସମୟରେ ବି ତାଙ୍କ ସାଙ୍ଗରେ ଥିଲେ, ଜାଣନ୍ତୁ ।
ଦୁନିଆର ଲୋକଙ୍କ ଭଳି ସ୍ୱାର୍ଥୀ ହୁଅନ୍ତୁ ନାହିଁ
ଅଧିକାଂଶ ଲୋକଙ୍କୁ ଲାଗେ ଯେ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ଏବଂ ସବୁ ଜିନିଷରେ ସେମାନଙ୍କର ଅଧିକାର ଅଛି । ଆସନ୍ତୁ କିଛି ବାଇବଲ ସିଦ୍ଧାନ୍ତ ଉପରେ ଧ୍ୟାନ ଦେବା ଏବଂ ଜାଣିବା ଯେ ଆମେ ଏପରି ଚିନ୍ତାଧାରାଠାରୁ କିପରି ଦୂରେଇ ରହିପାରିବା ।
ପ୍ରକୃତ ସାଙ୍ଗ କିପରି ହୋଇପାରିବା ?
ବାଇବଲରେ କୁହାଯାଇଛି ଯେ ଏପରି ବି ପ୍ରକୃତ ସାଙ୍ଗ ଅଛନ୍ତି ଯେଉଁମାନେ ଦୁର୍ଦ୍ଦଶା କାଳରେ ଆପଣଙ୍କର ସାହାଯ୍ୟ କରିପାରିବେ ।
ଗୋଟିଏ ସାଧାରଣ ପ୍ରଶ୍ନର ବଢ଼ିଆ ପରିଣାମ
ମାରିଆଙ୍କ ଭଳି ଗୋଟିଏ ପ୍ରଶ୍ନ ପଚାରିବା ଦ୍ୱାରା ଆପଣଙ୍କୁ ବି ଅନେକ ବାଇବଲ ଅଧ୍ୟୟନ ମିଳିପାରିବ ।
ସମସ୍ୟା ସମୟରେ ବି ସାହସର ସହ କାମ କରନ୍ତୁ
ଯିରିମୀୟ ଏବଂ ଏବଦ୍-ମେଲକ୍ ଯେପରି ଭାବେ ସାହସର ସହ କାମ କଲେ, ସେଥିରୁ ଆମେ କʼଣ ଶିଖିପାରିବା ?