इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅନୁସନ୍ଧାନ ପାଇଁ ପରାମର୍ଶ

ଅନୁସନ୍ଧାନ ପାଇଁ ପରାମର୍ଶ

ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଦିଆଯାଇଥିବା ଅନୁସନ୍ଧାନ କରିବା ପାଇଁ ପ୍ରକାଶନ

ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଅନୁସନ୍ଧାନ କରିବା ପାଇଁ ଯେଉଁ ପ୍ରକାଶନ ଦିଆଯାଇଛି, ସେଥିରୁ ଆପଣ ଅନେକ ବିଷୟର ତଥ୍ୟ ନେଇପାରିବେ । ଏହି ପ୍ରକାଶନଗୁଡ଼ିକ ହେଉଛି, ଶବ୍ଦାବଳୀଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ । କିଛି ଭାଷାଗୁଡ଼ିକରେ ଇନସାଇଟ୍‌ ଓନ ଦା ସ୍କ୍ରିପଚରସ୍‌ୱାଚଟାୱର ପବ୍ଲିକେଶନ୍‌ ଇଣ୍ଡେକ୍ସ ମଧ୍ୟ ଉପଲବ୍ଧ ଅଛି ।

ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଦିଆଯାଇଥିବା ଖୋଜନ୍ତୁ ବକ୍ସର ସାହାଯ୍ୟରେ ଆପଣ ଏହି ପ୍ରକାଶନଗୁଡ଼ିକରେ ଦିଆଯାଇଥିବା ତଥ୍ୟ ପଢ଼ିପାରିବେ । ଯେବେ ଆପଣ ଖୋଜନ୍ତୁ ବକ୍ସରେ କୌଣସି ଶବ୍ଦ ଟାଇପ୍‌ କରିବା ଆରମ୍ଭ କରିବେ, ତେବେ ଆପଣଙ୍କୁ ବକ୍ସର ତଳେ ସେହି ଶବ୍ଦ ସହ ଜଡ଼ିତ ଅନେକ ଶବ୍ଦ ଦେଖାଯିବ । ସେଥିରୁ ଯେଉଁ ଶବ୍ଦ ଏହି ପ୍ରକାଶନଗୁଡ଼ିକରେ ଆସିଥିବ, ସେଗୁଡ଼ିକର ଆଗରେ “ବିଷୟ” ଲେଖାଥିବ ।

କରିକି ଦେଖନ୍ତୁ: ଖୋଜନ୍ତୁ ବକ୍ସ (କ) ଭିତରେ “ଯିହୋବା” ଟାଇପ୍‌ କରିବା ଆରମ୍ଭ କରନ୍ତୁ । ବକ୍ସ ତଳେ ଯେଉଁ ଶବ୍ଦ ଦେଖାଯାଉଛି, ସେମଧ୍ୟରୁ “ଯିହୋବା” ଶବ୍ଦ ଉପରେ କ୍ଲିକ୍‌ କରନ୍ତୁ ଯାହା ଆଗରେ “ବିଷୟ” ଲେଖାଅଛି (ଖ) । ଏବେ ଆପଣଙ୍କୁ ଅନୁସନ୍ଧାନର ପ୍ରକାଶନଗୁଡ଼ିକରେ ଏବିଷୟରେ ଦିଆଯାଇଥିବା ତଥ୍ୟ ଦେଖାଯିବ ।