ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ସେପ୍ଟେମ୍ବର ୨୦୨୪
ଏହି ସଂଖ୍ୟାରେ ୧୧ ନଭେମ୍ବର–୮ ଡିସେମ୍ବର, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୩୭
ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରୁଥିବା ଏକ ଚିଠି
୧୮-୨୪ ନଭେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଜୀବନ କାହାଣୀ
ଯିହୋବାଙ୍କ ସେବାରେ ମିଳିଲା ଅନେକ ଆଶିଷ
ଭାଇ ଆଣ୍ଡ୍ରେ ରାମସେଅର ୭୦ ବର୍ଷରୁ ପୂର୍ଣ୍ଣ ସମୟର ସେବା କରୁଛନ୍ତି । ଏହି ସମୟ ମଧ୍ୟରେ ସେ ଭିନ୍ନ ଭିନ୍ନ ଦାୟିତ୍ୱ ତୁଲାଇଲେ । କିନ୍ତୁ ତାଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା ଏବଂ ସେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ କିପରି ଦେଲେ ?
ଆପଣଙ୍କ ପ୍ରଶ୍ନ
ଯେବେ ଯୀଶୁ ନିଜ ମୃତ୍ୟୁର ସ୍ମାରକ ସମାରୋହର ଆରମ୍ଭ କଲେ, ତେବେ ଯୀଶୁଙ୍କ ଆଉ ୭୦ ଜଣ ଶିଷ୍ୟମାନେ କେଉଁଠି ଥିଲେ ଯେଉଁମାନଙ୍କୁ ସେ ପ୍ରଚାର କରିବା ପାଇଁ ପଠାଇଥିଲେ ? କʼଣ ସେମାନେ ଯୀଶୁଙ୍କୁ ଛାଡ଼ି ଦେଇଥିଲେ ?
ଅଧ୍ୟୟନ ଲେଖା ୩୮
କʼଣ ଆପଣ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି ?
୨୫ ନଭେମ୍ବର–୧ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଶିଖିବା ଉଦ୍ଦେଶ୍ୟରେ ଅଧ୍ୟୟନ କରନ୍ତୁ
ବ୍ୟକ୍ତିଗତ ଅଧ୍ୟୟନ କରିବା ସମୟରେ ଆମେ କିପରି ଜାଣିପାରିବା ଯେ ଯିହୋବା ଆମକୁ କʼଣ ଶିଖାଇବା ପାଇଁ ଚାହୁଁଛନ୍ତି ?