ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ସେପ୍ଟେମ୍ବର ୨୦୨୪

ଏହି ସଂଖ୍ୟାରେ ୧୧ ନଭେମ୍ବର–୮ ଡିସେମ୍ବର, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

ଅଧ୍ୟୟନ ଲେଖା ୩୬

“ବାକ୍ୟର କର୍ମକାରୀ ହୁଅ”

୧୧-୧୭ ନଭେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୩୭

ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରୁଥିବା ଏକ ଚିଠି

୧୮-୨୪ ନଭେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଜୀବନ କାହାଣୀ

ଯିହୋବାଙ୍କ ସେବାରେ ମିଳିଲା ଅନେକ ଆଶିଷ

ଭାଇ ଆଣ୍ଡ୍ରେ ରାମସେଅର ୭୦ ବର୍ଷରୁ ପୂର୍ଣ୍ଣ ସମୟର ସେବା କରୁଛନ୍ତି । ଏହି ସମୟ ମଧ୍ୟରେ ସେ ଭିନ୍ନ ଭିନ୍ନ ଦାୟିତ୍ୱ ତୁଲାଇଲେ । କିନ୍ତୁ ତାଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା ଏବଂ ସେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ କିପରି ଦେଲେ ?

ଆପଣଙ୍କ ପ୍ରଶ୍ନ

ଯେବେ ଯୀଶୁ ନିଜ ମୃତ୍ୟୁର ସ୍ମାରକ ସମାରୋହର ଆରମ୍ଭ କଲେ, ତେବେ ଯୀଶୁଙ୍କ ଆଉ ୭୦ ଜଣ ଶିଷ୍ୟମାନେ କେଉଁଠି ଥିଲେ ଯେଉଁମାନଙ୍କୁ ସେ ପ୍ରଚାର କରିବା ପାଇଁ ପଠାଇଥିଲେ ? କʼଣ ସେମାନେ ଯୀଶୁଙ୍କୁ ଛାଡ଼ି ଦେଇଥିଲେ ?

ଅଧ୍ୟୟନ ଲେଖା ୩୮

କʼଣ ଆପଣ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି ?

୨୫ ନଭେମ୍ବର–୧ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଅଧ୍ୟୟନ ଲେଖା ୩୯

ଅନ୍ୟମାନଙ୍କୁ ଦେଲେ ବହୁତ ଖୁସି ମିଳେ

୨-୮ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।

ଶିଖିବା ଉଦ୍ଦେଶ୍ୟରେ ଅଧ୍ୟୟନ କରନ୍ତୁ

ବ୍ୟକ୍ତିଗତ ଅଧ୍ୟୟନ କରିବା ସମୟରେ ଆମେ କିପରି ଜାଣିପାରିବା ଯେ ଯିହୋବା ଆମକୁ କʼଣ ଶିଖାଇବା ପାଇଁ ଚାହୁଁଛନ୍ତି ?