इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରିଚୟ

ପରିଚୟ

ନିଜ ଲୋକଙ୍କୁ ହରାଇବାର ଦୁଃଖକୁ ଆମେ କିପରି ସହିପାରିବା ?

ଏହି ଲେଖାରେ କୁହାଯାଇଛି ଯେ ଯେଉଁମାନେ ନିଜ ଲୋକଙ୍କୁ ମୃତ୍ୟୁରେ ହରାଇଛନ୍ତି, ସେମାନଙ୍କୁ କିପରି ଭାବନାଗୁଡ଼ିକ ସହ ଲଢ଼ିବାକୁ ପଡ଼ିପାରେ । ଏଠାରେ ଏହା ବି କୁହାଯାଇଛି ଯେ ସେମାନେ ଏହି ଦୁଃଖରୁ ବାହାରିବା ପାଇଁ କʼଣ କʼଣ କରିପାରିବେ ।