इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୦୨୨ ସର୍ବମୋଟ

୨୦୨୨ ସର୍ବମୋଟ
  • ଯିହୋବାଙ୍କ ସାକ୍ଷୀମାନଙ୍କର ଶାଖା କାର୍ଯ୍ୟାଳୟ : ୮୬

  • ଦେଶ ଓ କ୍ଷେତ୍ର : ୨୩୯

  • ମଣ୍ଡଳୀ : ୧,୧୭,୯୬୦

  • ସାରା ପୃଥିବୀରେ ସ୍ମାରକର ଉପସ୍ଥିତି : ୧,୯୭,୨୧,୬୭୨

  • ସାରା ପୃଥିବୀରେ ସ୍ମାରକରେ ରୋଟୀ ଖାଉଥିବା ଓ ଦ୍ରାକ୍ଷାରସ ପିଉଥିବା ବ୍ୟକ୍ତି : ୨୧,୧୫୦

  • ପ୍ରଚାରକମାନଙ୍କର ସର୍ବୋଚ୍ଚ ସଂଖ୍ୟା a : ୮୬,୯୯,୦୪୮

  • ପ୍ରତ୍ୟେକ ମାସ ହାରାହାରି ପ୍ରଚାରକ : ୮୫,୧୪,୯୮୩

  • ୨୦୨୧ ତୁଳନାରେ ବୃଦ୍ଧି : ୦.୪

  • ମୋଟ ବାପ୍ତିସ୍ମ ନେଲେ b : ୧,୪୫,୫୫୨

  • ପ୍ରତ୍ୟେକ ମାସ ହାରାହାରି ଅଗ୍ରଦୂତ c ପ୍ରଚାରକ : ୧୪,୮୯,୨୫୨

  • ପ୍ରତ୍ୟେକ ମାସ ହାରାହାରି ସହାୟକ ଅଗ୍ରଦୂତ ପ୍ରଚାରକ : ୩,୮୧,୩୧୦

  • ପ୍ରଚାର ସେବାର ମୋଟ ଘଣ୍ଟା: ୧,୫୦,୧୭,୯୭,୭୦୩

  • ପ୍ରତ୍ୟେକ ମାସ ହାରାହାରି ବାଇବଲ ଅଧ୍ୟୟନ d : ୫୬,୬୬,୯୯୬

ଯିହୋବାଙ୍କ ସାକ୍ଷୀମାନେ ୨୦୨୨ ସେବା ବର୍ଷରେ e ବିଶେଷ ଅଗ୍ରଦୂତ, ମିଶନାରୀ ଓ ସର୍କିଟ ଅଧ୍ୟକ୍ଷମାନଙ୍କର ପ୍ରଚାର ସେବା ଉପରେ ପ୍ରାୟ ୨୪ କୋଟି ୨୦ ଲକ୍ଷ ଡଲାର ଖର୍ଚ୍ଚ କଲେ । ସାରା ପୃଥିବୀର ଶାଖା କାର୍ଯ୍ୟାଳୟଗୁଡ଼ିକରେ ୨୧,୬୨୯ ଜଣ ସମର୍ପିତ ସେବକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ସମସ୍ତେ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ପୂର୍ଣ୍ଣ ସମୟର ସେବକମାନଙ୍କ ଶ୍ରେଶୀର ସଦସ୍ୟ ଅଟନ୍ତି ।

a ଯିଏ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରେ, ତାକୁ ପ୍ରଚାରକ କୁହାଯାଏ । (ମାଥିଉ ୨୪:୧୪) ପ୍ରଚାରକମାନଙ୍କ ଗଣନା କିପରି କରାଯାଏ, ତାହା ଜାଣିବା ପାଇଁ jw.org ୱେବସାଇଟ୍‌ରେ ଥିବା ଲେଖା, “ସାରା ପୃଥିବୀରେ କେତେ ଯିହୋବାଙ୍କ ସାକ୍ଷୀ ଅଛନ୍ତି ?” (ହିନ୍ଦୀ) ଦେଖନ୍ତୁ ।

b ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହେବାକୁ ଚାହାନ୍ତି, ତେବେ ସେ କʼଣ କରିବା ଉଚିତ୍‌, ସେବିଷୟରେ jw.org ୱେବସାଇଟ୍‌ରେ ଥିବା ଲେଖା, “ମୁଁ ଯିହୋବାଙ୍କ ସାକ୍ଷୀ କିପରି ହୋଇପାରିବି ?” (ହିନ୍ଦୀ) ଦେଖନ୍ତୁ ।

c ଜଣେ ଅଗ୍ରଦୂତ ଏପରି ଜଣେ ବାପ୍ତିସ୍ମପ୍ରାପ୍ତ ବ୍ୟକ୍ତି ହୋଇଥାʼନ୍ତି, ଯାହାଙ୍କ ମଣ୍ଡଳୀରେ ଭଲ ନାମ ଥାଏ ଏବଂ ଯିଏ ପ୍ରତ୍ୟେକ ମାସରେ ନିଜ ଇଚ୍ଛାରେ ପ୍ରଚାରରେ କିଛି ନିର୍ଦ୍ଧାରିତ ସମୟ ପ୍ରଚାର ସେବାରେ ଦେଇଥାʼନ୍ତି ।

d ଅଧିକ ଜାଣିବା ପାଇଁ jw.org ୱେବସାଇଟ୍‌ରେ ଥିବା ଲେଖା, “ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କିପରି ହୁଏ ?” (ହିନ୍ଦୀ) ଦେଖନ୍ତୁ ।

e ୨୦୨୨ ସେବା ବର୍ଷ ୧ ସେପ୍ଟେମ୍ବର ୨୦୨୧ରୁ ୩୧ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଥିଲା ।