इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପୁସ୍ତିକାର ବ୍ୟବହାର କିପରି କରିବେ

ଏହି ପୁସ୍ତିକାର ବ୍ୟବହାର କିପରି କରିବେ

ଏହି ପୁସ୍ତିକାର ବ୍ୟବହାର କିପରି କରିବେ

ଏହି ପୁସ୍ତିକାଟି ଏକ ବାଇବଲ ଅଧ୍ୟୟନ ପାଠ୍ୟକ୍ରମ ରୂପେ ପ୍ରସ୍ତୁତ କରାଯାଇଛି । ଏହାର ବ୍ୟବହାର କିପରି କରାଯିବ ? ଆମେ ନିମ୍ନଲିଖିତ କାର୍ଯ୍ୟକ୍ରମ ପ୍ରସ୍ତାବନା ଦେଉଛୁଁ: ପ୍ରତ୍ୟେକ ପାଠର ଆରମ୍ଭରେ ପ୍ରଶ୍ନଗୁଡ଼ିକ ଦିଆଯାଇଛି । ପ୍ରତ୍ୟେକ ପ୍ରଶ୍ନ ପରେ ଦିଆଯାଇଥିବା ଚକ୍ର ବନ୍ଧନିରେ, ଆପଣଙ୍କୁ ସେହି ଅନୁଚ୍ଛେଦଗୁଡ଼ିକର ସଂଖ୍ୟା ମିଳିବ ଯେଉଁଥିରେ ଉତ୍ତର ପାଇବେ । ପ୍ରଥମେ ସବୁ ପ୍ରଶ୍ନ ପଢ଼ି ନିଅନ୍ତୁ । ସେ ବିଷୟରେ ଭାବନ୍ତୁ । ତାପରେ ପ୍ରତ୍ୟେକ ଅନୁଚ୍ଛେଦ ପଢ଼ନ୍ତୁ ଆଉ ନିଜ ବାଇବଲରୁ ଶାସ୍ତ୍ରପଦ ଦେଖନ୍ତୁ । ଗୋଟିଏ ପାଠ ଶେଷ କଲା ପରେ ପ୍ରଶ୍ନକୁ ପୁଣି ଫେରିଆସନ୍ତୁ ଓ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ବାଇବଲରୁ ମନେପକେଇବା ପାଇଁ ଚେଷ୍ଟା କରନ୍ତୁ । ସଂପୂର୍ଣ୍ଣ ପୁସ୍ତିକା ପଢ଼ିସାରିବା ପରେ ପୁଣି ସମସ୍ତ ପ୍ରଶ୍ନର ପୁନର୍ବିଚାର କରନ୍ତୁ ।

ଯଦି ଅନ୍ୟ ପ୍ରକାରରେ ସୂଚିତ ନ ହୁଏ, ତେବେ ଏହାର ସବୁ ଉଦ୍ଧୃତି ପବିତ୍ର ବାଇବଲର ଓଡ଼ିଆ ଅନୁବାଦରୁ ଗୃହୀତ ।