୨୦୧୭ ଅଧିବେଶନ କାର୍ଯ୍ୟକ୍ରମ

ଏହି ଅଧିବେଶନର ପ୍ରତ୍ୟେକ ଦିନର କାର୍ଯ୍ୟସୂଚୀ ଦେଖନ୍ତୁ, ଯାହା ଆପଣଙ୍କୁ ସତ୍କର୍ମ କରିବା ଏବଂ ପରୀକ୍ଷାଗୁଡ଼ିକରେ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରିବ।

ଶନିବାର

ଜଣେ ଖ୍ରୀଷ୍ଟିୟାନଙ୍କୁ ପରୀକ୍ଷାଗୁଡ଼ିକରେ ଧୈର୍ଯ୍ୟ ଧରିବା ପାଇଁ ଆବଶ୍ୟକ ହେଉଥିବା ଗୁଣଗୁଡ଼ିକୁ ବଢ଼ାଇବା ପାଇଁ କʼଣ ସାହାଯ୍ୟ କରିବ?

ରବିବାର

ସର୍ବଶକ୍ତିମାନ ଈଶ୍ୱର କିପରି ଆମକୁ ଧୈର୍ଯ୍ୟ ଓ ସାନ୍ତ୍ୱନା ପ୍ରଦାନ କରନ୍ତି?

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଆପଣ ହୁଏତ ଅଧିବେଶନରେ ହେବାକୁ ଯାଉଥିବା ବିଶେଷ ସଭାଗୁଡ଼ିକରେ ଉପସ୍ଥିତ ହେବାକୁ ଚାହାନ୍ତି। ଏହା ଛଡ଼ା, ଯଦି ଆପଣ ପରିଚାରକ, ବାପ୍ତିସ୍ମ, ଦାନ, ପ୍ରାଥମିକ ଚିକିତ୍ସା, ହଜିଥିବା ଓ ମିଳିଥିବା ବିଭାଗ, ବସିବା ପାଇଁ ବ୍ୟବସ୍ଥା କିମ୍ବା ସ୍ୱେଚ୍ଛାସେବା ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ତେବେ ଏଠାରେ ଦେଖନ୍ତୁ।