ରବିବାର
“ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର ।”—ଗୀତସଂହିତା ୨୭:୧୪
ସକାଳ କାର୍ଯ୍ୟକ୍ରମ
-
୯:୨୦ ସଂଗୀତର ଭିଡିଓ
-
୯:୩୦ ଗୀତ ସଂ. ୭୩ ଏବଂ ପ୍ରାର୍ଥନା
-
୯:୪୦ ପରିଚର୍ଚ୍ଚା: ଭବିଷ୍ୟତର ଘଟଣା ଯେତେବେଳେ ସାହସ ଆବଶ୍ୟକ ହେବ
-
‘ଶାନ୍ତି ଓ ନିରାପଦର’ ଘୋଷଣା (୧ ଥେସଲନୀକୀୟ ୫:୨, ୩)
-
ମହାନଗରୀ ବାବିଲର ବିନାଶ (ପ୍ରକାଶିତ ବାକ୍ୟ ୧୭:୧୬, ୧୭)
-
ଶିଳା ସ୍ୱରୂପ ବାର୍ତ୍ତାର ପ୍ରଚାର (ପ୍ରକାଶିତ ବାକ୍ୟ ୧୬:୨୧)
-
ମାଗୋଗ୍ର ଗୋଗ୍ର ଆକ୍ରମଣ (ଯିହିଜିକଲ ୩୮:୧୦-୧୨, ୧୪-୧୬)
-
ହର୍ମିଗିଦ୍ଦୋନ୍ (ପ୍ରକାଶିତ ବାକ୍ୟ ୧୬:୧୪, ୧୬)
-
ପୃଥିବୀକୁ ପାରଦୀଶରେ ପରିଣତ କରିବାର ବୃହତ୍ କାମ (ଯିଶାଇୟ ୬୫:୨୧)
-
ଅନ୍ତିମ ପରୀକ୍ଷା (ପ୍ରକାଶିତ ବାକ୍ୟ ୨୦:୩, ୭, ୮)
-
-
୧୧:୦୪ ଗୀତ ସଂ. ୮ ଏବଂ ଘୋଷଣା
-
୧୧:୧୪ ବାଇବଲ ଆଧାରିତ ଜନ ଭାଷଣ: ପୁନରୁତ୍ଥାନର ଆଶା ସାହସ ପ୍ରଦାନ କରେ—କିପରି? (ମାର୍କ ୫:୩୫-୪୨; ଲୂକ ୧୨:୪, ୫; ଯୋହନ ୫:୨୮, ୨୯; ୧୧:୧୧-୧୪)
-
୧୧:୪୩ ପ୍ରହରୀଦୂର୍ଗର ସାରାଂଶ
-
୧୨:୧୨ ସାହସୀ ହୁଅନ୍ତୁ, କିନ୍ତୁ ନିଜ ଭରସାରେ ନୁହେଁ! (ହିତୋପଦେଶ ୩:୫, ୬; ଯିଶାଇୟ ୨୫:୯; ଯିରିମୀୟ ୧୭:୫-୧୦; ଯୋହନ ୫:୧୯)
-
୧୨:୪୯ ଗୀତ ସଂ. ୩ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୪୦ ସଂଗୀତର ଭିଡିଓ
-
୧:୫୦ ଗୀତ ସଂ. ୫
-
୧:୫୫ “ସାହସ ଧର; ମୁଁ ଜଗତକୁ ଜୟ କରିଅଛି” (ଯୋହନ ୧୬:୩୩; ୧ ପିତର ୨:୨୧, ୨୨)
-
୨:୧୪ ନାଟକ: ଏକ ସତ୍ୟ କାହାଣୀ—ଯୂନସ—ସାହସ ଓ ଦୟା ବିଷୟରେ ଶିକ୍ଷା (ଯୂନସ ୧-୪)
-
୩:୦୪ ଗୀତ ସଂ. ୭୧ ଏବଂ ଘୋଷଣା
-
୩:୧୪ ଯେତେ ଆମ ବିରୁଦ୍ଧରେ ଅଛନ୍ତି, ତାʼଠୁ କାହିଁ କେତେ ଅଧିକ ଆମ ସହିତ ଅଛନ୍ତି (ଦ୍ୱିତୀୟ ବିବରଣ ୭:୧୭, ୨୧; ୨୮:୨; ୨ ରାଜାବଳୀ ୬:୧୬; ୨ ବଂଶାବଳୀ ୧୪:୯-୧୧; ୩୨:୭, ୮, ୨୧; ଯିଶାଇୟ ୪୧:୧୦-୧୩)
-
୪:୧୩ ଗୀତ ଏବଂ ପ୍ରାର୍ଥନା