ଶନିବାର
“ବଳବାନ ଓ ଅତି ସାହସିକ ହୁଅ ।”—ଯିହୋଶୂୟ ୧:୭
ସକାଳ କାର୍ଯ୍ୟକ୍ରମ
-
୯:୨୦ ସଂଗୀତର ଭିଡିଓ
-
୯:୩୦ ଗୀତ ସଂ. ୧୧୦ ଏବଂ ପ୍ରାର୍ଥନା
-
୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ପ୍ରକୃତ ସାହସ ଯିହୋବାଙ୍କଠାରୁ ମିଳେ (ଗୀତସଂହିତା ୨୮:୭; ୩୧:୨୪; ୧୧୨:୭, ୮; ୨ ତୀମଥି ୧:୭)
-
୧୦:୧୦ ପରିଚର୍ଚ୍ଚା: ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ
-
ପ୍ରଚାର କରିବା ପାଇଁ (ପ୍ରକାଶିତ ବାକ୍ୟ ୧୪:୬)
-
ପବିତ୍ର ରହିବା ପାଇଁ (୧ କରିନ୍ଥୀୟ ୧୬:୧୩, ୧୪)
-
ନିଷ୍ପକ୍ଷ ରହିବା ପାଇଁ (ପ୍ରକାଶିତ ବାକ୍ୟ ୧୩:୧୬, ୧୭)
-
-
୧୧:୦୩ ଗୀତ ସଂ. ୧୨୬ ଏବଂ ଘୋଷଣା
-
୧୧:୧୫ ନାକଟୀୟ ବାଇବଲ ପଠନ: “ବଳବାନ ଓ ସାହସିକ ହୁଅ ଓ ଏହି କର୍ମ କର”! (୧ ବଂଶାବଳୀ ୨୮:୧-୨୦; ୧ ଶାମୁୟେଲ ୧୬:୧-୨୩; ୧୭:୧-୫୧)
-
୧୧:୪୫ “ଯେକୌଣସି ଅସ୍ତ୍ର ତୁମ୍ଭ ପ୍ରତିକୂଳରେ ନିର୍ମିତ ହୁଏ, ତାହା ସାର୍ଥକ ହେବ ନାହିଁ” (ଯିଶାଇୟ ୫୪:୧୭; ଗୀତସଂହିତା ୧୧୮:୫-୭)
-
୧୨:୧୫ ‘ଯେଉଁମାନେ ପଶ୍ଚାତ୍ପଦ ହୁଅନ୍ତି, ଆମ୍ଭେ ସେମାନଙ୍କ ଦଳର ଲୋକ ନୋହୁଁ’! (ଏବ୍ରୀ ୧୦:୩୫, ୩୬, ୩୯; ୧୧:୩୦, ୩୨-୩୪, ୩୬; ୧ ପିତର ୫:୧୦)
-
୧୨:୪୫ ଗୀତ ସଂ. ୩୮ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୨୫ ସଂଗୀତର ଭିଡିଓ
-
୧:୩୫ ଗୀତ ସଂ. ୬୯
-
୧:୪୦ ପରିଚର୍ଚ୍ଚା: ଯାହା ସାହସକୁ ଦୁର୍ବଳ କରେ ଏବଂ ଯାହା ସାହସ ବାନ୍ଧେ
-
ନିରାଶା ଓ ଆଶା (ଗୀତସଂହିତା ୨୭:୧୩, ୧୪)
-
ଅଭିଯୋଗ ମନୋଭାବ ଓ କୃତଜ୍ଞତାର ଭାବନା (ଗୀତସଂହିତା ୨୭:୧-୩)
-
ଖରାପ ମନୋରଞ୍ଜନ ଓ ପ୍ରଚାର କାମ (ଗୀତସଂହିତା ୨୭:୪)
-
କୁସଙ୍ଗତି ଓ ସୁସଙ୍ଗତି (ଗୀତସଂହିତା ୨୭:୫; ହିତୋପଦେଶ ୧୩:୨୦)
-
ସାଂସାରିକ ଜ୍ଞାନ ଓ ବ୍ୟକ୍ତିଗତ ଅଧ୍ୟୟନ (ଗୀତସଂହିତା ୨୭:୧୧)
-
ସନ୍ଦେହ ଓ ବିଶ୍ୱାସ (ଗୀତସଂହିତା ୨୭:୭-୧୦)
-
-
୩:୧୦ ଗୀତ ସଂ. ୫୫ ଏବଂ ଘୋଷଣା
-
୩:୨୦ ପରିଚର୍ଚ୍ଚା: ସାହସୀ . . .
-
ବାଇବଲ ବିଦ୍ୟାର୍ଥୀ ହୁଅନ୍ତୁ! (ପ୍ରେରିତ ୮:୩୫, ୩୬; ୧୩:୪୮)
-
ଯୁବକଯୁବତୀ ହୁଅନ୍ତୁ! (ଗୀତସଂହିତା ୭୧:୫; ହିତୋପଦେଶ ୨:୧୧)
-
ପ୍ରଚାରକ ହୁଅନ୍ତୁ! (୧ ଥେସଲନୀକୀୟ ୨:୨)
-
ଜୀବନସାଥୀ ହୁଅନ୍ତୁ! (ଏଫିସୀୟ ୪:୨୬, ୨୭)
-
ପିତାମାତା ହୁଅନ୍ତୁ! (୧ ଶାମୁୟେଲ ୧୭:୫୫)
-
ଅଗ୍ରଦୂତ ହୁଅନ୍ତୁ! (୧ ରାଜାବଳୀ ୧୭:୬-୮, ୧୨, ୧୬)
-
ପ୍ରାଚୀନ ହୁଅନ୍ତୁ! (ପ୍ରେରିତ ୨୦:୨୮-୩୦)
-
ବୃଦ୍ଧବୃଦ୍ଧା ହୁଅନ୍ତୁ! (ଦାନିୟେଲ ୬:୧୦, ୧୧; ୧୨:୧୩)
-
-
୪:୩୦ ଖ୍ରୀଷ୍ଟଙ୍କର ସାହସୀ ଯୋଦ୍ଧା (୨ କରିନ୍ଥୀୟ ୧୦:୪, ୫; ଏଫିସୀୟ ୬:୧୨-୧୮; ୨ ତୀମଥି ୨:୩, ୪)
-
୫:୦୫ ଗୀତ ସଂ. ୨୨ ଏବଂ ପ୍ରାର୍ଥନା