ରବିବାର
“ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ”—ଯିହୂଦା ୨୧
ସକାଳ କାର୍ଯ୍ୟକ୍ରମ
-
୯:୦୦ ସଂଗୀତର ଭିଡିଓ
-
୯:୧୦ ଗୀତ ସଂ. ୧୦୬ ଏବଂ ପ୍ରାର୍ଥନା
-
୯:୨୦ ପରିଚର୍ଚ୍ଚା: ମନେ ରଖନ୍ତୁ ଯେ ପ୍ରେମ . . .
-
ଦୀର୍ଘସହିଷ୍ଣୁ ଓ ହିତଜନକ (୧ କରିନ୍ଥୀୟ ୧୩:୪)
-
ଈର୍ଷା କରେ ନାହିଁ; ଆତ୍ମବଡ଼ିମା କରେ ନାହିଁ (୧ କରିନ୍ଥୀୟ ୧୩:୪)
-
ଅହଙ୍କାର କରେ ନାହିଁ; ଅନୁଚିତ ବ୍ୟବହାର କରେ ନାହିଁ (୧ କରିନ୍ଥୀୟ ୧୩:୪, ୫)
-
ସ୍ୱାର୍ଥ ଚେଷ୍ଟା କରେ ନାହିଁ; ବିରକ୍ତ ହୁଏ ନାହିଁ (୧ କରିନ୍ଥୀୟ ୧୩:୫)
-
ଅପକାର ସ୍ମରଣରେ ରଖେ ନାହିଁ; ଅଧର୍ମରେ ଆନନ୍ଦ କରେ ନାହିଁ (୧ କରିନ୍ଥୀୟ ୧୩:୫, ୬)
-
ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ (୧ କରିନ୍ଥୀୟ ୧୩:୬, ୭)
-
ସମସ୍ତ ବିଶ୍ୱାସ କରେ; ସମସ୍ତ ଭରସା କରେ (୧ କରିନ୍ଥୀୟ ୧୩:୭)
-
ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ; ପ୍ରେମ କଦାପି ଶେଷ ହୁଏ ନାହିଁ (୧ କରିନ୍ଥୀୟ ୧୩:୭, ୮)
-
-
୧୦:୫୦ ଗୀତ ସଂ. ୧୫୦ ଏବଂ ଘୋଷଣା
-
୧୧:୦୦ ବାଇବଲ ଆଧାରିତ ଜନ ଭାଷଣ: ଘୃଣାରେ ପରିପୂର୍ଣ୍ଣ ଏ ଜଗତରେ ପ୍ରକୃତ ପ୍ରେମ କେଉଁମାନଙ୍କ ମଧ୍ୟରେ ଅଛି ? (ଯୋହନ ୧୩:୩୪, ୩୫)
-
୧୧:୩୦ ପ୍ରହରୀଦୁର୍ଗର ସାରାଂଶ
-
୧୨:୦୦ ନିଜ ପିଲାଙ୍କୁ ଅନ୍ୟମାନଙ୍କୁ ପ୍ରେମ କରିବା ଶିଖାନ୍ତୁ (୨ ତୀମଥି ୩:୧୪, ୧୫)
-
୧୨:୩୫ ଗୀତ ସଂ. ୧୩୪ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୩୫ ସଂଗୀତର ଭିଡିଓ
-
୧:୪୫ ଗୀତ ସଂ. ୧୨୪
-
୧:୫୦ ‘ଯିହୋବା ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି’ (ଏବ୍ରୀ ୧୨:୫-୧୧; ଗୀତସଂହିତା ୧୯:୭, ୮, ୧୧)
-
୨:୧୦ ନାଟକ: ଯୋଶୀୟଙ୍କ କାହାଣୀ: ଯିହୋବାଙ୍କୁ ପ୍ରେମ କରନ୍ତୁ ଏବଂ ମନ୍ଦକୁ ଘୃଣା କରନ୍ତୁ !—ଭାଗ ୨ (୨ ରାଜାବଳୀ ୨୨:୩-୨୦; ୨୩:୧-୨୫; ୨ ବଂଶାବଳୀ ୩୪:୩-୩୩; ୩୫:୧-୧୯)
-
୨:୪୦ ଗୀତ “ଯିହୋବା, ଦେ ସାହସ” ଏବଂ ଘୋଷଣା
-
୨:୫୦ ‘ଯିହୋବାଙ୍କ ଅଟଳ ପ୍ରେମର କାମଗୁଡ଼ିକ ପ୍ରତି ଧ୍ୟାନପୂର୍ବକ ଚିନ୍ତନ କରନ୍ତୁ’ (ଗୀତସଂହିତା ୧୦୭:୪୩, NW; ଏଫିସୀୟ ୫:୧, ୨)
-
୩:୫୦ ନୂଆ ଗୀତ ଏବଂ ପ୍ରାର୍ଥନା