ଶନିବାର
“ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ନିଜେ ଶିକ୍ଷିତ ହୋଇଅଛ”—୧ ଥେସଲନୀକୀୟ ୪:୯
ସକାଳ କାର୍ଯ୍ୟକ୍ରମ
-
୯:୦୦ ସଂଗୀତର ଭିଡିଓ
-
୯:୧୦ ଗୀତ ସଂ. ୧୦୫ ଏବଂ ପ୍ରାର୍ଥନା
-
୯:୨୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: “ପ୍ରେମ କଦାପି ଶେଷ ହୁଏ ନାହିଁ”—କାହିଁକି ? (ରୋମୀୟ ୮:୩୮, ୩୯; ୧ କରିନ୍ଥୀୟ ୧୩:୧-୩, ୮, ୧୩)
-
୯:୫୫ ପରିଚର୍ଚ୍ଚା: ଯାହା ଶେଷ ହେବାକୁ ଯାଉଛି, ତାʼ ଉପରେ ଭରସା କରନ୍ତୁ ନାହିଁ
-
ଧନସମ୍ପତ୍ତି (ମାଥିଉ ୬:୨୪)
-
ପଦବୀ ଓ ପ୍ରସିଦ୍ଧି (ଉପଦେଶକ ୨:୧୬; ରୋମୀୟ ୧୨:୧୬)
-
ମାନବୀୟ ବୁଦ୍ଧି (ରୋମୀୟ ୧୨:୧, ୨)
-
ଶାରୀରିକ ବଳ ଓ ସୌନ୍ଦର୍ଯ୍ୟ (ହିତୋପଦେଶ ୩୧:୩୦; ୧ ପିତର ୩:୩, ୪)
-
-
୧୦:୪୫ ଗୀତ ସଂ. ୪୦ ଏବଂ ଘୋଷଣା
-
୧୦:୫୫ ନାଟକୀୟ ବାଇବଲ ପଠନ: ଯିହୋବା ଅଟଳ ପ୍ରେମ ଦେଖାଇବା ଜାରି ରଖିଲେ (ଆଦି ପୁସ୍ତକ ୩୭:୧-୩୬; ୩୯:୧–୪୭:୧୨)
-
୧୧:୨୫ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ପୁତ୍ରଙ୍କୁ ପ୍ରେମ କରନ୍ତି (ମାଥିଉ ୨୫:୪୦; ଯୋହନ ୧୪:୨୧; ୧୬:୨୭)
-
୧୧:୫୫ ସମର୍ପଣ: ଯୀଶୁଙ୍କଠାରୁ ପ୍ରେମ କରିବା ଶିଖନ୍ତୁ (ମାଥିଉ ୧୧:୨୮-୩୦)
-
୧୨:୨୫ ଗୀତ ସଂ. ୫୨ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୨୫ ସଂଗୀତର ଭିଡିଓ
-
୧:୩୫ ଗୀତ ସଂ. ୮୫
-
୧:୪୦ ପରିଚର୍ଚ୍ଚା: ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ
-
ନେତୃତ୍ୱ ନେଉଥିବା ଭାଇମାନଙ୍କୁ (୧ ଥେସଲନୀକୀୟ ୫:୧୨, ୧୩)
-
ବିଧବା ଓ ଅନାଥମାନଙ୍କୁ (ଯାକୁବ ୧:୨୭)
-
ବୃଦ୍ଧବୃଦ୍ଧାମାନଙ୍କୁ (ଲେବୀ ପୁସ୍ତକ ୧୯:୩୨)
-
ପୂର୍ଣ୍ଣ ସମୟର ସେବକମାନଙ୍କୁ (୧ ଥେସଲନୀକୀୟ ୧:୨, ୩)
-
ବିଦେଶୀମାନଙ୍କୁ (ଲେବୀ ପୁସ୍ତକ ୧୯:୩୪; ରୋମୀୟ ୧୫:୭)
-
-
୨:୫୦ ପରିଚର୍ଚ୍ଚା: ପ୍ରଚାର ସେବା ପାଇଁ ଆପଣଙ୍କ ପ୍ରେମ ଶେଷ ନ ହେଉ
-
ଈଶ୍ୱରଙ୍କୁ ପ୍ରେମ କରନ୍ତୁ (୧ ଯୋହନ ୫:୩)
-
‘ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରନ୍ତୁ’ (ମାଥିଉ ୨୨:୩୯)
-
ଯିହୋବାଙ୍କ ବାକ୍ୟର ଆଦର କରନ୍ତୁ (ଗୀତସଂହିତା ୧୧୯:୯୭; ମାଥିଉ ୧୩:୫୨)
-
-
୩:୩୦ ଗୀତ ସଂ. ୩୫ ଏବଂ ଘୋଷଣା
-
୩:୪୦ ନାଟକ: ଯୋଶୀୟଙ୍କ କାହାଣୀ: ଯିହୋବାଙ୍କୁ ପ୍ରେମ କରନ୍ତୁ ଏବଂ ମନ୍ଦକୁ ଘୃଣା କରନ୍ତୁ !—ଭାଗ ୧ (୨ ବଂଶାବଳୀ ୩୩:୧୦-୨୪; ୩୪:୧, ୨)
-
୪:୧୦ “ପ୍ରେମକୁ ପରିଧାନ କର” (କଲସୀୟ ୩:୧୨-୧୪)
-
୪:୪୫ ଗୀତ ସଂ. ୧୩୦ ଏବଂ ପ୍ରାର୍ଥନା