ଶନିବାର
‘ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ଯିହୋବାଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ’—ଗୀତସଂହିତା ୧୦୫:୩
ସକାଳ କାର୍ଯ୍ୟକ୍ରମ
-
୯:୨୦ ସଂଗୀତର ଭିଡିଓ
-
୯:୩୦ ଗୀତ ସଂ. ୫୩ ଏବଂ ପ୍ରାର୍ଥନା
-
୯:୪୦ ପରିଚର୍ଚ୍ଚା: ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ
-
• ପ୍ରଶ୍ନ ପଚାରନ୍ତୁ (ଯାକୁବ ୧:୧୯)
-
• ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ (ଏବ୍ରୀ ୪:୧୨)
-
• ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ (ମାଥିଉ ୧୩:୩୪, ୩୫)
-
• ଉତ୍ସାହର ସହ ଶିଖାନ୍ତୁ (ରୋମୀୟ ୧୨:୧୧)
-
• ସହାନୁଭୂତି ଦେଖାନ୍ତୁ (୧ ଥେସଲନୀକୀୟ ୨:୭, ୮)
-
• ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ (ହିତୋପଦେଶ ୩:୧)
-
-
୧୦:୫୦ ଗୀତ ସଂ. ୫୮ ଏବଂ ଘୋଷଣା
-
୧୧:୦୦ ପରିଚର୍ଚ୍ଚା: ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ
-
• ଅନୁସନ୍ଧାନର ଉପକରଣ (୧ କରିନ୍ଥୀୟ ୩:୯; ୨ ତୀମଥି ୩:୧୬, ୧୭)
-
• ଆମ ଭାଇଭଉଣୀ (ରୋମୀୟ ୧୬:୩, ୪; ୧ ପିତର ୫:୯)
-
• ପ୍ରାର୍ଥନା (ଗୀତସଂହିତା ୧୨୭:୧)
-
-
୧୧:୪୫ ବାପ୍ତିସ୍ମ: ଏପରି ପଦକ୍ଷେପ ଯାହା ବହୁତ ଖୁସି ଦିଏ (ହିତୋପଦେଶ ୧୧:୨୪; ପ୍ରକାଶିତ ବାକ୍ୟ ୪:୧୧)
-
୧୨:୧୫ ଗୀତ ସଂ. ୭୯ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୩୫ ସଂଗୀତର ଭିଡିଓ
-
୧:୪୫ ଗୀତ ସଂ. ୭୬
-
୧:୫୦ ଆମ ଭାଇଭଉଣୀମାନେ ଶିଷ୍ୟ କରିବା କାମରୁ କିପରି ଖୁସି ପାଉଛନ୍ତି . . .
-
• ଆଫ୍ରିକାରେ
-
• ଏସିଆରେ
-
• ୟୁରୋପରେ
-
• ଉତ୍ତର ଆମେରିକାରେ
-
• ପ୍ରଶାନ୍ତ ମହାସାଗରର ଦ୍ୱୀପଗୁଡ଼ିକରେ
-
• ଦକ୍ଷିଣ ଆମେରିକାରେ
-
-
୨:୩୫ ପରିଚର୍ଚ୍ଚା: ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ . . .
-
• ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ (ମାଥିଉ ୫:୩; ଯୋହନ ୧୩:୧୭)
-
• ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ (ଗୀତସଂହିତା ୬୫:୪)
-
• ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ (ହିତୋପଦେଶ ୧୩:୨୦)
-
• ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ (ଏଫିସୀୟ ୪:୨୨-୨୪)
-
• ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ (୧ ଯୋହନ ୪:୮, ୧୯)
-
-
୩:୩୦ ଗୀତ ସଂ. ୧୧୦ ଏବଂ ଘୋଷଣା
-
୩:୪୦ ନାଟକ: ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୧ (ନିହିମୀୟା ୧:୧–୬:୧୯)
-
୪:୧୫ ଶିଷ୍ୟ କରିବା କାମରେ ଏପରି ଦକ୍ଷତାଗୁଡ଼ିକୁ ବଢ଼ାନ୍ତୁ ଯାହା ନୂତନ ଜଗତରେ ମଧ୍ୟ ସାହାଯ୍ୟ କରିବ (ଯିଶାଇୟ ୧୧:୯; ପ୍ରେରିତ ୨୪:୧୫)
-
୪:୫୦ ଗୀତ ସଂ. ୧୪୦ ଏବଂ ପ୍ରାର୍ଥନା