ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ

ବାଇବଲରେ ଏପରି ଅନେକ ସିଦ୍ଧାନ୍ତ ଓ ନୈତିକ ମାନଦଣ୍ଡ ବିଷୟରେ କୁହାଯାଇଛି, ଯାହା ପାଳନ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହିପାରିବା

ପ୍ରଶାସନ ଦଳଠାରୁ ଚିଠି

ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ, ଯିହୋବା ଈଶ୍ୱରଙ୍କୁ ପ୍ରେମ କରୁଥିବା ସମସ୍ତ ଲୋକଙ୍କୁ ପ୍ରୋତ୍ସାହନ ଦିଏ ଯେ ସେମାନେ ବାଇବଲରେ ଦିଆଯାଇଥିବା ସତ୍ୟ ଅନୁସାରେ ଜୀବନଯାପନ କରନ୍ତୁ ।

ଅଧ୍ୟାୟ ୧

ଈଶ୍ୱରଙ୍କ ପ୍ରେମ କଦାପି ଶେଷ ହୁଏ ନାହିଁ

ଯିହୋବା ସବୁଦିନ ପାଇଁ ଆମ ମିତ୍ର ହୋଇ ରହନ୍ତୁ ବୋଲି ଯଦି ଆମେ ଚାହୁଁ, ତେବେ ଆମକୁ ପରିଶ୍ରମ କରିବାକୁ ପଡ଼ିବ । ଏହା ଆମେ କିପରି କରିପାରିବା ?

ଅଧ୍ୟାୟ ୨

ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ

ଈଶ୍ୱର ଆମ ସମସ୍ତଙ୍କୁ ଜୀବନରେ ସଠିକ୍‌ ବାଟ ଦେଖାଇବା ପାଇଁ ଏକ ମାର୍ଗଦର୍ଶକ ଦେଇଛନ୍ତି ।

ଅଧ୍ୟାୟ ୩

ଈଶ୍ୱରଙ୍କ ମିତ୍ରମାନଙ୍କୁ ନିଜ ମିତ୍ର କରନ୍ତୁ

ଆମ ଉପରେ ଆମ ମିତ୍ରମାନଙ୍କର ଭଲ କିମ୍ବା ଖରାପ ପ୍ରଭାବ ପଡ଼ିପାରେ । ବାଇବଲର ସିଦ୍ଧାନ୍ତଗୁଡ଼ିକୁ ପାଳନ କଲେ ଆମେ କିପରି ଭଲ ମିତ୍ର କରିପାରିବା ?

ଅଧ୍ୟାୟ ୪

ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

ଆମେ ପରିବାର, ମଣ୍ଡଳୀ ଓ ସମାଜରେ ଅଧିକାର ରଖୁଥିବା ବ୍ୟକ୍ତିଙ୍କର ଆଦର କରିବା ଉଚିତ୍‌ । ଏପରି କରିବା ପଛରେ କିଛି ଠୋସ୍‌ କାରଣ ରହିଛି ।

ଅଧ୍ୟାୟ ୫

ଜଗତରୁ ଅଲଗା କିପରି ରହିବା ?

ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ ।” ପ୍ରକୃତରେ “ଜଗତର” ଅର୍ଥ କʼଣ ଏବଂ ଖ୍ରୀଷ୍ଟିୟାନମାନଙ୍କୁ ଜଗତରୁ ଅଲଗା କାହିଁକି ରହିବା ଉଚିତ୍‌ ?

ଅଧ୍ୟାୟ ୬

ଭଲ ମନୋରଞ୍ଜନ କʼଣ, ତାହା କିପରି ଜାଣିବା ?

ଏହି ଜଗତ ଦେଖାଉଥିବା ମନୋରଞ୍ଜନ ଗୋଟିଏ ଫଳ ପରି, ଯାହାର କିଛି ଅଂଶ ଭଲ ଅଛି ଏବଂ କିଛି ଅଂଶ ପଚିଯାଇଛି । କେଉଁ ମନୋରଞ୍ଜନ ଠିକ୍‌ ଏବଂ କେଉଁ ମନୋରଞ୍ଜନ ଭୁଲ, ତାହା ଆପଣ କିପରି ଜାଣିପାରିବେ ?

ଅଧ୍ୟାୟ ୭

ଈଶ୍ୱରଙ୍କ ପରି ଜୀବନକୁ ବହୁମୂଲ୍ୟ ମନେ କରନ୍ତୁ

ଆମେ ଜୀବନ ଓ ରକ୍ତ ମାମଲାରେ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକର ଆଧାରରେ ସଠିକ୍‌ ନିଷ୍ପତ୍ତି ନେଇପାରିବା ?

ଅଧ୍ୟାୟ ୮

ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକେ ଶୁଦ୍ଧ ରହନ୍ତୁ

ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ରହିବାର ଅର୍ଥ କେବଳ ନିଜ ଶରୀର, କପଡ଼ା ଓ ଘରକୁ ସଫା ରଖିବା ନୁହେଁ । ଆମ ଉପାସନା, ଚାଲିଚଳନ ଓ ଭାବନା ମଧ୍ୟ ଶୁଦ୍ଧ ରହିବା ଉଚିତ୍‌ ।

ଅଧ୍ୟାୟ ୯

“ବ୍ୟଭିଚାରଠାରୁ ପଳାୟନ କର”

ଅନୈତିକ ଯୌନ ସମ୍ପର୍କର ଅର୍ଥ କʼଣ ଏବଂ ଆମେ ଏହି ପାପର ଫାନ୍ଦରୁ କିପରି ରକ୍ଷା ପାଇପାରିବା ?

ଅଧ୍ୟାୟ ୧୦

ବିବାହ—ଈଶ୍ୱରଙ୍କ ତରଫରୁ ଏକ ଉପହାର

ବିବାହ କରିବାର ଲାଭଗୁଡ଼ିକ କʼଣ ? ଆପଣ ଭଲ ଜୀବନସାଥୀ କିପରି ବାଛିପାରିବେ ? ବିବାହ ବନ୍ଧନକୁ ମଜବୁତ୍‌ କିପରି କରିପାରିବେ ?

ଅଧ୍ୟାୟ ୧୧

ବିବାହ ପରେ

ସମସ୍ତ ପତିପତ୍ନୀଙ୍କ ସମ୍ପର୍କରେ ସମସ୍ୟା ଆସେ । ଯେଉଁ ପତିପତ୍ନୀଙ୍କ ମଧ୍ୟରେ ସମସ୍ୟା ଅଛି, ସେମାନେ ମଧ୍ୟ ନିଜ ସମ୍ପର୍କକୁ ମଜବୁତ୍‌ କରିପାରିବେ ।

ଅଧ୍ୟାୟ ୧୨

ସାହସ ବଢ଼ାଉଥିବା କଥା କହନ୍ତୁ

ଆମେ ଲୋକମାନଙ୍କୁ ଏପରି କଥାଗୁଡ଼ିକ କହିପାରୁ, ଯାହାଦ୍ୱାରା ସେମାନଙ୍କୁ ଭଲ ଲାଗିବ କିମ୍ବା ଆମେ ଅନ୍ୟମାନଙ୍କୁ ଏପରି କିଛି କହିପାରୁ, ଯାହାଦ୍ୱାରା ସେମାନଙ୍କୁ ଦୁଃଖ କିମ୍ବା କ୍ଷତି ପହଞ୍ଚିପାରେ । ଯିହୋବା ଆମକୁ ଶିଖାନ୍ତି ଯେ ଆମେ କଥା ହେବାର ଦକ୍ଷତାକୁ ଠିକ୍‌ ଭାବେ କିପରି ବ୍ୟବହାର କରିପାରିବା ।

ଅଧ୍ୟାୟ ୧୩

କʼଣ ସବୁ ପର୍ବପର୍ବାଣୀ ଈଶ୍ୱରଙ୍କ ଦୃଷ୍ଟିରେ ଠିକ୍‌ ?

ଉତ୍ସବ ଓ ପର୍ବ ପାଳନ କରିବା ଲୋକମାନଙ୍କ ଜୀବନର ଏକ ମୁଖ୍ୟ ଅଂଶ ହୋଇଯାଇଛି । ଯିହୋବା ଏହି ପର୍ବଗୁଡ଼ିକ ବିଷୟରେ କିପରି ଅନୁଭବ କରନ୍ତି, ତାହା ଆମେ କିପରି ଜାଣିପାରିବା ?

ଅଧ୍ୟାୟ ୧୪

ସମସ୍ତ ବିଷୟରେ ସଚ୍ଚୋଟ ହୁଅନ୍ତୁ

ଜୀବନର ଏପରି ଚାରୋଟି କ୍ଷେତ୍ର ପ୍ରତି ଧ୍ୟାନ ଦିଅନ୍ତୁ, ଯେଉଁଠାରେ ସଚ୍ଚୋଟ ରହିବା ବେଳେ ବେଳେ କଠିନ ହୋଇପାରେ ଏବଂ ସେହି ପରିସ୍ଥିତିରେ ସଚ୍ଚୋଟ ରହିଲେ କʼଣ କʼଣ ଲାଭ ମିଳେ ।

ଅଧ୍ୟାୟ ୧୫

ନିଜ କାମରୁ ଖୁସି ପାଆନ୍ତୁ

ଆମ ସୃଷ୍ଟିକର୍ତ୍ତା ଚାହାନ୍ତି ଯେ ଆମେ ନିଜ କାମରୁ ଖୁସି ପାଉ । ଆମେ ନିଜ କାମରୁ କିପରି ଖୁସି ପାଇପାରିବା ? ଜଣେ ଖ୍ରୀଷ୍ଟିୟାନକୁ କିପରି ଚାକିରି କରିବା ଉଚିତ୍‌ ନୁହେଁ ?

ଅଧ୍ୟାୟ ୧୬

ଶୟତାନର ବିରୋଧ କରନ୍ତୁ

ଆମେ ଏପରି ଏକ ସଂସାରରେ ରହୁଛୁ, ଯାହା ଶୟତାନର ଅଧୀନରେ ଅଛି । ଆମେ ଯିହୋବାଙ୍କ ନିକଟତର କିପରି ହୋଇପାରିବା ଏବଂ ନିଜକୁ ଶୟତାନଠାରୁ କିପରି ରକ୍ଷା କରିପାରିବା ?

ଅଧ୍ୟାୟ ୧୭

ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ

ବାଇବଲର ଜଣେ ଲେଖକ କହିଲେ ଯେ ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହିବା ପାଇଁ ଖ୍ରୀଷ୍ଟିୟାନମାନଙ୍କୁ “ଅତି ପବିତ୍ର ବିଶ୍ୱାସ ଉପରେ ଆପଣାମାନଙ୍କର ଧର୍ମ ଜୀବନରୂପ ଗୃହ ନିର୍ମାଣ” କରିବାକୁ ହେବ । ଆପଣ ଏହା କିପରି କରିପାରିବେ ?

ଅଧିକ ବିବରଣୀ

ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ ବହିରେ ଦିଆଯାଇଥିବା ଶବ୍ଦ ଓ ବାକ୍ୟାଂଶଗୁଡ଼ିକର ଅର୍ଥ ।