ପରମେଶ୍ବରଙ୍କ ବଚନର ପରିଚୟ

ପରମେଶ୍ୱରଙ୍କ ବଚନର ପରିଚୟ

୨୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ବାଇବଲରୁ ଜାଣନ୍ତୁ ।

ପରମେଶ୍ୱର କିଏ ଅଟନ୍ତି ?

ପରମେଶ୍ୱରଙ୍କୁ ଜାଣିବା କଷ୍ଟକର ବୋଲି ଅନେକ ଧର୍ମ ଶିଖାନ୍ତି । ସେ ଜଣେ ବ୍ୟକ୍ତି ନୁହନ୍ତି, ବରଂ ଏକ ଅଦୃଶ୍ୟ ଶକ୍ତି ବୋଲି କହିଥାʼନ୍ତି । କିନ୍ତୁ ବାଇବଲ ଏହା ଶିଖାଏ ନାହିଁ ।

ପରମେଶ୍ୱରଙ୍କ ବିଷୟରେ ଆପଣ କିପରି ଜାଣିପାରିବେ ?

ପରମେଶ୍ୱରଙ୍କ ବିଷୟରେ ଜାଣିବା ପାଇଁ ବାଇବଲ କେବଳ ପଢ଼ିବା ଯଥେଷ୍ଟ କି ?

ବାଇବଲର ଲେଖକ କିଏ ?

ବାଇବଲରେ ଥିବା ବୁଦ୍ଧିଭରା କଥାଗୁଡ଼ିକ ମଣିଷର ନା ପରମେଶ୍ୱରଙ୍କ ଇଚ୍ଛାରେ ଲେଖାଯାଇଛି  ?

ବାଇବଲ ବିଜ୍ଞାନ ସହିତ ଏକମତ ଅଟେ କି ?

ଯଦି ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ, ତେବେ ବୈଜ୍ଞାନିକ ଦୃଷ୍ଟିରୁ ସଠିକ୍‌ ହେବା ଉଚିତ୍‌  ।

ବାଇବଲରେ ଆମ ପାଇଁ କʼଣ ଖବର ଅଛି ?

ଏହି ୧୦ଟି ପଦରୁ ବାଇବଲର ସମ୍ପୂର୍ଣ୍ଣ ବିଷୟ ଜଣାପଡ଼େ ।

ମଶୀହଙ୍କ ବିଷୟରେ ବାଇବଲରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ?

ଯୀଶୁଙ୍କ ଉପରେ ପୁରା ହୋଇଥିବା ଅନେକ ଭବିଷ୍ୟତବାଣୀ ତାଙ୍କ ନିଜ ନିୟନ୍ତ୍ରଣର ବାହାରେ ଥିଲା  ।

ବାଇବଲ ଆମ ସମୟ ବିଷୟରେ କʼଣ କହେ ?

ଯୁଦ୍ଧ, ଦୁର୍ଭିକ୍ଷ, ଅରାଜକତା ଓ ଅନୈତିକତାରେ ବୃଦ୍ଧିର ପ୍ରକୃତ ଅର୍ଥ କʼଣ ?

ଆମ ଦୁଃଖକଷ୍ଟ ପାଇଁ କʼଣ ପରମେଶ୍ୱର ଦାୟୀ ଅଟନ୍ତି ?

ପରମେଶ୍ୱର ଆମକୁ ଦୁଃଖକଷ୍ଟ ଦେଇ ପରୀକ୍ଷା କରନ୍ତି କି ?

ଆମ ଜୀବନରେ କାହିଁକି ଦୁଃଖକଷ୍ଟ ଆସେ ?

ଯଦି ପରମେଶ୍ୱର ଆମ ଦୁଃଖକଷ୍ଟ ପାଇଁ ଦାୟୀ ନୁହନ୍ତି, ତେବେ କିଏ କିମ୍ବା କʼଣ ଦାୟୀ ଅଟେ ?

ବାଇବଲ ଭବିଷ୍ୟତ ପାଇଁ କʼଣ ଆଶା ଦିଏ ?

ବାଇବଲର ସୁନ୍ଦର ଆଶା ଆପଣଙ୍କୁ ଚକିତ କରିପାରେ ।

ଜଣେ ମରିଗଲା ପରେ ତାʼର କʼଣ ହୁଏ ?

ଜଣେ ମରିଗଲା ପରେ କୌଣସି ଅନ୍ୟ ରୂପରେ ଜୀବିତ ରହେ କି ?

ମରିଯାଇଥିବା ଲୋକଙ୍କ ପାଇଁ କିଛି ଆଶା ଅଛି କି ?

ମରିଗଲା ପରେ କʼଣ ସବୁକିଛି ସରିଯାଏ ?

ପରିଶ୍ରମ ବିଷୟରେ ବାଇବଲ କʼଣ କହେ ?

ଅନେକ ଲୋକ କାମକୁ ବୋଝ ବୋଲି ଭାବନ୍ତି । ସେମାନେ ଏମିତି ଏକ ସମୟର ସ୍ୱପ୍ନ ଦେଖନ୍ତି, ଯେବେ ତାଙ୍କୁ କିଛି କାମ କରିବାକୁ ପଡ଼ିବ ନାହିଁ । ପରମେଶ୍ୱର ଏପରି ଚାହାନ୍ତି କି ?

ଆମେ ନିଜ ସମ୍ପତ୍ତିକୁ କିପରି ଠିକ୍‌ ଭାବେ ବ୍ୟବହାର କରିପାରିବା ?

ବାଇବଲ ଶିଖାଏ ଯେ ଆପଣ କିପରି ନିଜ ସମ୍ପତ୍ତିକୁ ଠିକ୍‌ ଉପଯୋଗ କରିବେ, ନଚେତ୍‌ ଏହା ଆପଣଙ୍କୁ ନିୟନ୍ତ୍ରଣ କରିପାରେ ।

ଆପଣ ଜୀବନରେ ପ୍ରକୃତ ଖୁସି କିପରି ପାଇବେ ?

ବାଇବଲ ପ୍ରକୃତ ଖୁସି ଓ ସନ୍ତୋଷ ପାଇବାର ବାଟ ଦେଖାଏ ।

ଜୀବନରେ ଆସୁଥିବା ଚିନ୍ତାଗୁଡ଼ିକୁ ଆମେ କିପରି ଦୂର କରିପାରିବା ?

ଯେବେ ଆମେ ଚିନ୍ତାରେ ଭାଙ୍ଗି ପଡ଼ୁ, ବାଇବଲ ଆମକୁ ସାହାଯ୍ୟ କରିପାରେ ।

ବାଇବଲ ଆପଣଙ୍କ ପରିବାରକୁ କିପରି ସାହାଯ୍ୟ କରିପାରିବ ?

ଆପଣଙ୍କ ପରିବାର କିପରି ପ୍ରକୃତ ଖୁସି ଓ ଶାନ୍ତିର ବାସସ୍ଥାନ ହୋଇପାରିବ, ଦେଖନ୍ତୁ ।

ପରମେଶ୍ୱରଙ୍କ ପାଖକୁ ଆମେ କେମିତି ଆସିପାରିବା ?

ଆପଣ ପ୍ରକୃତରେ ପରମେଶ୍ୱରଙ୍କ ସହିତ ବ୍ୟକ୍ତିଗତ ମିତ୍ରତା ରଖିପାରିବେ ।

ବାଇବଲରେ ଥିବା ବହିଗୁଡ଼ିକରେ କʼଣ ଜାଣିବାକୁ ମିଳେ ?

ବାଇବଲରେ କʼଣ କʼଣ ଅଛି, ସଂକ୍ଷେପରେ ଜାଣନ୍ତୁ  ।

ପ୍ରଶ୍ନ ୨୦: ବାଇବଲ କିପରି ପଢ଼ିଲେ ଆମେ ବେଶି ଲାଭ ପାଇପାରିବା ?

ଆପଣ ବାଇବଲର ଯେକୌଣସି ଭାଗ ପଢ଼ନ୍ତୁ, ଚାରୋଟି ସରଳ ପ୍ରଶ୍ନର ଉତ୍ତର ଆପଣଙ୍କୁ ଅଧିକରୁ ଅଧିକ ଲାଭ ପାଇବାରେ ସାହାଯ୍ୟ କରିବ  ।