इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଶ୍ନ ୪

ବାଇବଲ ବିଜ୍ଞାନ ସହିତ ଏକମତ ଅଟେ କି ?

ବାଇବଲ ବିଜ୍ଞାନ ସହିତ ଏକମତ ଅଟେ କି ?

“ସେ ଶୂନ୍ୟ ଉପରେ ଉତ୍ତର-କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀକି ଝୁଲାନ୍ତି ।”

ଆୟୁବ ୨୬:୭

“ନଦୀସବୁ ସମୁଦ୍ରକୁ ବହିଯାʼନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ; ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି ।”

ଉପଦେଶକ ୧:୭

“ସେ ଭୂମଣ୍ଡଳର ଉପରେ ଉପବିଷ୍ଟ ।”

ଯିଶାଇୟ ୪୦:୨୨