इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଶ୍ନ ୨୦

ପ୍ରଶ୍ନ ୨୦: ବାଇବଲ କିପରି ପଢ଼ିଲେ ଆମେ ବେଶି ଲାଭ ପାଇପାରିବା ?

ପ୍ରଶ୍ନ ୨୦: ବାଇବଲ କିପରି ପଢ଼ିଲେ ଆମେ ବେଶି ଲାଭ ପାଇପାରିବା ?

ବାଇବଲ ପଢ଼ିବା ବେଳେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବାକୁ ଚେଷ୍ଟା କରନ୍ତୁ:

ଏହି ପଦ ମୋତେ ପରମେଶ୍ୱର ଯିହୋବାଙ୍କ ବିଷୟରେ କʼଣ କହୁଛି ?

ବାଇବଲର ଏହି ଅଂଶ ଓ ବାଇବଲର ମୁଖ୍ୟ ବିଷୟ ମଧ୍ୟରେ କି ସମ୍ପର୍କ ରହିଛି ?

ମୁଁ କିପରି ମୋ ଜୀବନରେ ଏହାକୁ ଲାଗୁ କରିପାରିବି ?

ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପଦଗୁଡ଼ିକୁ କିପରି ବ୍ୟବହାର କରିପାରିବି ?

“ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ ।”

ଗୀତସଂହିତା ୧୧୯:୧୦୫