इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆଉ କିଛି ପରାମର୍ଶ—ଖ

ମୋତେ କେଉଁ ସମୟରେ କଥାବାର୍ତ୍ତା ବନ୍ଦ କରିଦେବା ଉଚିତ୍‌ ?

ମୋତେ କେଉଁ ସମୟରେ କଥାବାର୍ତ୍ତା ବନ୍ଦ କରିଦେବା ଉଚିତ୍‌ ?

ହୁଏତ ପ୍ରଚାରରେ ଆମେ କୌଣସି ଏପରି ବ୍ୟକ୍ତି ସହ ଭେଟୁ ଯିଏ ଆମ କଥାରେ ରାଜି ହୁଏନି କିମ୍ବା ଆମକୁ ପ୍ରଶ୍ନ କରେ । ଯଦି ସେ ସତରେ ସେବିଷୟରେ ଜାଣିବା ପାଇଁ ଚାହେଁ, ତେବେ ଆମେ କଥାବାର୍ତ୍ତା ଜାରି ରଖିବା । ଆମେ ଏପରି ହିଁ ଲୋକଙ୍କୁ ଖୋଜୁଛୁ, ଯେଉଁମାନେ ଈଶ୍ୱରଙ୍କର “ଅନ୍ୱେଷଣକାରୀ ।”—ଏବ୍ରୀ ୧୧:୬.

କିନ୍ତୁ ହୋଇପାରେ, କୌଣସି ବ୍ୟକ୍ତି ରାଗରେ ଅଛି କିମ୍ବା ଯୁକ୍ତିତର୍କ କରିବାକୁ ଚାହୁଁଛି କିମ୍ବା ଆପଣଙ୍କୁ ଲାଗୁଛି ଯେ ସେହି ବ୍ୟକ୍ତି କଥାବାର୍ତ୍ତା ହେବା ପାଇଁ ଚାହୁଁନାହିଁ । ଏପରି ସମୟରେ ଆପଣ କʼଣ କରିବେ ? ପ୍ରେମର ସହ ସେଠାରେ ହିଁ କଥାବାର୍ତ୍ତା ବନ୍ଦ କରି ଦିଅନ୍ତୁ । (ହିତୋ. ୧୭:୧୪) ଯଦି ଆମେ ସେସମୟରେ ଭାବିଚିନ୍ତି କଥା ହେବା ଆଉ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରିବା, ତେବେ ହୁଏତ ସେ ଆଗକୁ ଯାଇ କଥାବାର୍ତ୍ତା କରିବା ପାଇଁ ରାଜି ହୋଇପାରେ ।—୧ ପିତ. ୨:୧୨.