इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୧୦

ଈଶ୍ୱରଙ୍କ କଥା ଶୁଣୁଥିବା ଲୋକଙ୍କର କି କି ଆଶିଷ ରହିଛି?

ଈଶ୍ୱରଙ୍କ କଥା ଶୁଣୁଥିବା ଲୋକଙ୍କର କି କି ଆଶିଷ ରହିଛି?

ମୃତଲୋକଙ୍କୁ ପୁନରୁତ୍ଥାନ କରିବେ। ପ୍ରେରିତ ୨୪:୧୫

ଆପଣ କʼଣ କଳ୍ପନା କରିବେ କି, ଈଶ୍ୱରଙ୍କ କଥା ଶୁଣିଲେ ଭବିଷ୍ୟତରେ ଆପଣଙ୍କୁ କି କି ଆଶିଷ ମିଳିବ? ଆପଣ ସ୍ୱାସ୍ଥ୍ୟବାନ ହେବେ ଆଉ କେହି ରୋଗରେ ପୀଡ଼ିତ ହେବେ ନାହିଁ। ସେଠାରେ ଦୁଷ୍ଟଲୋକ ଆଉ ନ ଥିବେ। ଏବଂ ସମସ୍ତେ ପରସ୍ପରକୁ ଭରସା କରିପାରିବେ।

ସେଠାରେ କୌଣସି ଦୁଃଖ, କଷ୍ଟ କିମ୍ବା ଅଶ୍ରୁଜଳ ରହିବ ନାହିଁ। କେହି ବୁଢ଼ା ହେବେ ନାହିଁ କି ମରିବେ ନାହିଁ।

ଆପଣ ନିଜ ପରିବାର ଓ ସାଙ୍ଗସାଥୀଙ୍କ ମେଳରେ ରହିବେ। ପାରାଦୀଶରେ ଜୀବନ ଅତି ସୁଖମୟ ହେବ।

ସେଠାରେ କିଏ କାହାକୁ ଭୟ କରିବେ ନାହିଁ। ସମସ୍ତେ ଖୁସୀରେ ରହିବେ।

ସମସ୍ତ ଦୁଃଖ ଓ କଷ୍ଟକୁ ଈଶ୍ୱରଙ୍କ ରାଜ୍ୟ ସମାପ୍ତ କରିବ। ପ୍ରକାଶିତ ବାକ୍ୟ ୨୧:୩, ୪