ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
୧. ଆମେ ଯିହୋବାଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇପାରିବା ? (ଦ୍ୱିବି. ୧୩:୩, ୪; ୧ ଯୋହ. ୫:୩)
୨. ଆମେ ଭାଇଭଉଣୀମାନଙ୍କୁ କାହିଁକି ପ୍ରେମ କରିବା ଉଚିତ୍ ? (୧ ଯୋହ. ୪:୧୧, ୨୦, ୨୧)
୩. ଆମେ ଲୋକମାନଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇପାରିବା ? (ଲେବୀ. ୧୯:୧୮; ଏଫି. ୫:୨୯)
୪. ଆମେ କିପରି ଯିହୋବାଙ୍କ ଭଳି ପ୍ରେମ ଦେଖାଇପାରିବା ? (୧ ପିତ. ୪:୮; କଲ. ୩:୧୩)
୫. ଆମେ ଯିହୋବାଙ୍କ ପ୍ରଶଂସା କରିବାରେ କିପରି ସଫଳ ହୋଇପାରିବା ? (ଗୀତ. ୧୦୪:୩୩; ୧୪୬:୨, ୫)
୬. ଯିହୋବାଙ୍କୁ ସମସ୍ତ ଅନ୍ତଃକରଣ ସହିତ ପ୍ରେମ କରିବାର ଅର୍ଥ କʼଣ ? (ଯାତ୍ରା. ୩୪:୧୪; ଆମୋ. ୫:୧୫; ରୋମୀ. ୧୨:୧୧)