इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

“ପ୍ରେମ ମଜବୁତ୍‌ କରେ”

“ପ୍ରେମ ମଜବୁତ୍‌ କରେ”

୧ କରିନ୍ଥୀୟ ୮:୧, NW.

ସକାଳ କାର୍ଯ୍ୟକ୍ରମ

  • ୯:୩୦ ସଂଗୀତ

  • ୯:୪୦ ଗୀତ ସଂ. ୯୦ ଏବଂ ପ୍ରାର୍ଥନା

  • ୯:୫୦ “ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମ ମଜବୁତ୍‌ କରେ”

  • ୧୦:୦୫ ପରିଚର୍ଚ୍ଚା: ସେମାନେ ଅନ୍ୟମାନଙ୍କୁ ମଜବୁତ୍‌ କଲେ

    • ବର୍ଣ୍ଣବ୍‌ବା

    • ପାଉଲ

    • ଦର୍କା

  • ୧୧:୦୫ ଗୀତ ସଂ. ୭୯ ଏବଂ ଘୋଷଣା

  • ୧୧:୧୫ ପ୍ରଚାର କରିବା ସମୟରେ ସୁସମାଚାର ଶୁଣାଇବାଠାରୁ ମଧ୍ୟ ଅଧିକ କରନ୍ତୁ

  • ୧୧:୩୦ ସମର୍ପଣ ଭାଷଣ

  • ୧୨:୦୦ ଗୀତ ସଂ. ୫୨

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୧୦ ସଂଗୀତ

  • ୧:୨୦ ଗୀତ ସଂ. ୧୦୭ ଏବଂ ପ୍ରାର୍ଥନା

  • ୧:୩୦ ଜନ ଭାଷଣ: ପ୍ରେମ ସତ୍ୟକୁ କିପରି ପ୍ରୋତ୍ସାହନ ଦିଏ ?

  • ୨:୦୦ ପ୍ରହରୀଦୁର୍ଗର  ସାରାଂଶ

  • ୨:୩୦ ଗୀତ ସଂ. ୧୦୧ ଏବଂ ଘୋଷଣା

  • ୨:୪୦ ପରିଚର୍ଚ୍ଚା: ମଣ୍ଡଳୀର ଏକତାକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ

    • ବାଇବଲର ସତ୍ୟକୁ ପ୍ରେମ କରନ୍ତୁ

    • ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ହିଁ ବୁଦ୍ଧିମତ୍ତା ବୋଲି ପ୍ରମାଣିତ କରନ୍ତୁ

    • ଭାଇଭଉଣୀମାନଙ୍କୁ ମଜବୁତ୍‌ କରନ୍ତୁ

  • ୩:୪୦ “ତୁମ୍ଭମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ”

  • ୪:୧୫ ଗୀତ ସଂ. ୧୦୫ ଏବଂ ପ୍ରାର୍ଥନା