इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  1. ୧. ଯିହୋବାଙ୍କ କେଉଁ ତିନୋଟି ବ୍ୟବସ୍ଥାରୁ ଆମକୁ ଖୁସି ମିଳେ ? (ଗୀତ. ୩୨:୧-୧୦)

  2. ୨. ଆଜି ଆମେ ଖୁସିରେ କିପରି ରହିପାରିବା ? (ଗୀତ. ୫:୧୧, ୧୨; ୯୧:୧୪)

  3. ୩. ସମସ୍ୟା ସତ୍ତ୍ୱେ ଆମେ ପ୍ରଚାର ସେବାରେ ନିଜ ଖୁସି କିପରି ବଜାୟ ରଖିପାରିବା ? (ପ୍ରେରି. ୧୩:୫୦-୫୨; ରୋମୀ. ୫:୩-୫)

  4. ୪. ଆମେ କିପରି ନିଜକୁ ଭାରଗ୍ରସ୍ତ ହେବାକୁ ଦେବା ନାହିଁ ଏବଂ ନିଜ ଖୁସିକୁ ବଜାୟ ରଖିବା ? (ଲୂକ ୨୧:୩୪)

  5. ୫. ଯିହୋବା କିପରି ଆମକୁ ଖୁସି ଦିଅନ୍ତି ? (ଗୀତ. ୯୨:୪, ୫)

  6. ୬. ଯିହୋବାଙ୍କୁ ସର୍ବଦା ନିଜ ସାମନାରେ ରଖିବା ପାଇଁ କʼଣ ଆମକୁ ସାହାଯ୍ୟ କରିବ ? (ରୋମୀ. ୧:୨୦; ଦ୍ୱିବି. ୬:୬-୯; ଫିଲିପ୍‌. ୪:୬; ଗୀତ. ୧୬:୩)