इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

‘ଯିହୋବାଙ୍କଠାରେ ଆନନ୍ଦ କର’

‘ଯିହୋବାଙ୍କଠାରେ ଆନନ୍ଦ କର’

ଗୀତସଂହିତା ୩୨:୧୧

ସକାଳ କାର୍ଯ୍ୟକ୍ରମ

  • ୯:୪୦ ସଂଗୀତ

  • ୯:୫୦ ଗୀତ ସଂ. ୯ ଏବଂ ପ୍ରାର୍ଥନା

  • ୧୦:୦୦ ‘ଯିହୋବାଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ’

  • ୧୦:୧୫ ସମସ୍ୟା ସତ୍ତ୍ୱେ ଆନନ୍ଦିତ ରହନ୍ତୁ

  • ୧୦:୩୦ ପ୍ରଚାର ସେବାରେ ‘ଆନନ୍ଦରେ ପୂର୍ଣ୍ଣ’ ହୁଅନ୍ତୁ

  • ୧୦:୫୫ ଗୀତ ସଂ. ୭୬ ଏବଂ ଘୋଷଣା

  • ୧୧:୦୫ ନିଜ ‘ହୃଦୟକୁ ଭାରଗ୍ରସ୍ତ’ ହେବାକୁ ଦିଅନ୍ତୁ ନାହିଁ

  • ୧୧:୩୫ ସମର୍ପଣ ଭାଷଣ

  • ୧୨:୦୫ ଗୀତ ସଂ. ୫୧

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୨୦ ସଂଗୀତ

  • ୧:୩୦ ଗୀତ ସଂ. ୧୧୧

  • ୧:୩୫ ଅନୁଭୂତି

  • ୧:୪୫ ପ୍ରହରୀଦୁର୍ଗର ସାରାଂଶ

  • ୨:୧୫ ପରିଚର୍ଚ୍ଚା: ଯିହୋବା ଆମକୁ ଆନନ୍ଦ ଦିଅନ୍ତି

    • • ଯେତେବେଳେ ଆମେ ଶିଷ୍ୟ କରିବାର କାମ କରୁ

    • • ଯେତେବେଳେ ଆମେ ଭାଇଭଉଣୀଙ୍କୁ ସାହାଯ୍ୟ କରୁ

    • • ଯେତେବେଳେ ଆମେ ଅତ୍ୟାଚାରର ସାମନା କରୁ

  • ୩:୦୦ ଗୀତ ସଂ. ୨ ଏବଂ ଘୋଷଣା

  • ୩:୧୦ ଯିହୋବାଙ୍କୁ ସର୍ବଦା ନିଜ ସାମନାରେ ରଖନ୍ତୁ

  • ୩:୫୫ ଗୀତ ସଂ. ୭ ଏବଂ ପ୍ରାର୍ଥନା