ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
୧. ଯିହୋବାଙ୍କ ସେବକ ହେବା ଯୋଗୁଁ ଆମ ପାଖରେ କʼଣ ସୁଯୋଗ ରହିଛି ? (ହିତୋ. ୨୭:୧୧)
୨. ଆମେ ଯୀଶୁଙ୍କୁ କିପରି ଅନୁକରଣ କରି ଯିହୋବାଙ୍କ ହୃଦୟକୁ ଖୁସି କରିପାରିବା ? (ଯୋହ. ୮:୨୯)
୩. ଆମେ ନିଜ ପ୍ରଚାର ସେବା ଦ୍ୱାରା ଯିହୋବାଙ୍କ ହୃଦୟକୁ କିପରି ଖୁସି କରିପାରିବା ? (ଯୋହ. ୧୫:୮)
୪. ଆମେ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯିହୋବାଙ୍କୁ ଖୁସି କିପରି କରିପାରିବା ? (ଯୋହ. ୧୪:୩୧; ଏଫି. ୬:୧-୪; ଗୀତ. ୩୫:୧୮; ୧ ପିତ. ୨:୧୨)
୫. ଆମେ ନିରାଶା ଓ ପରୀକ୍ଷାଗୁଡ଼ିକର ସାମନା କିପରି କରିପାରିବା ? (ନିହି. ୮:୧୦)