इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯିହୋବାଙ୍କ ହୃଦୟକୁ ଆନନ୍ଦିତ କର !

ଯିହୋବାଙ୍କ ହୃଦୟକୁ ଆନନ୍ଦିତ କର !

ହିତୋପଦେଶ ୨୭:୧୧

ସକାଳ କାର୍ଯ୍ୟକ୍ରମ

  • ୯:୩୦ ସଂଗୀତ

  • ୯:୪୦ ଗୀତ ସଂ. ୨୯ ଏବଂ ପ୍ରାର୍ଥନା

  • ୯:୫୦ ଯିହୋବାଙ୍କ ହୃଦୟକୁ ଆନନ୍ଦିତ କର !

  • ୧୦:୦୫ ପରିଚର୍ଚ୍ଚା: ଯିହୋବାଙ୍କ ମୁଖ୍ୟ ଚାରୋଟି ଗୁଣଗୁଡ଼ିକୁ ଅନୁକରଣ କରନ୍ତୁ

    • • ନ୍ୟାୟ

    • • ଶକ୍ତି

    • • ବୁଦ୍ଧି

    • • ପ୍ରେମ

  • ୧୧:୦୫ ଗୀତ ସଂ. ୮୧ ଏବଂ ଘୋଷଣା

  • ୧୧:୧୫ ‘ପ୍ରଚୁର ଫଳ ଫଳିବା’ ଦ୍ୱାରା ଈଶ୍ୱରଙ୍କ ମହିମା କରନ୍ତୁ

  • ୧୧:୩୦ ସମର୍ପଣ ଭାଷଣ

  • ୧୨:୦୦ ଗୀତ ସଂ. ୪୯

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୧୦ ସଂଗୀତ

  • ୧:୨୦ ଗୀତ ସଂ. ୨୮ ଏବଂ ପ୍ରାର୍ଥନା

  • ୧:୩୦ ଜନ ଭାଷଣ: ଆପଣ ଈଶ୍ୱରଙ୍କୁ ଖୁସି କରିପାରିବେ !—କିପରି ?

  • ୨:୦୦ ପ୍ରହରୀଦୁର୍ଗର ସାରାଂଶ

  • ୨:୩୦ ଗୀତ ସଂ. ୩୫ ଏବଂ ଘୋଷଣା

  • ୨:୪୦ ପରିଚର୍ଚ୍ଚା: ଯିହୋବାଙ୍କୁ ଖୁସି କରନ୍ତୁ . . .

    • • ନିଜ ବ୍ୟକ୍ତିଗତ ଜୀବନରେ

    • • ନିଜ ପରିବାରରେ

    • • ନିଜ ମଣ୍ଡଳୀରେ

    • • ନିଜ ସମାଜରେ

  • ୩:୪୦ ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’

  • ୪:୧୫ ଗୀତ ସଂ. ୧୧୦ ଏବଂ ପ୍ରାର୍ଥନା