इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

jw.org ୱେବ୍‌ସାଇଟ୍‌ରେ ପରିବାରଗୁଡ଼ିକ ପାଇଁ ଆହୁରି ସାହାଯ୍ୟ ପାଇପାରିବେ

jw.org ୱେବ୍‌ସାଇଟ୍‌ରେ ପରିବାରଗୁଡ଼ିକ ପାଇଁ ଆହୁରି ସାହାଯ୍ୟ ପାଇପାରିବେ

ଈଶ୍ୱରଙ୍କ ବାକ୍ୟରୁ ଆହୁରି ଅଧିକ ବ୍ୟବହାରିକ ଓ ବୁଦ୍ଧିଭରା ପରାମର୍ଶ ପାଇବା ପାଇଁ ଆମ ୱେବ୍‌ସାଇଟ୍‌କୁ ଯାʼନ୍ତୁ । ସେଠାରେ ଆପଣଙ୍କ ଭଳି ସାରା ପୃଥିବୀର ଅନେକ ବିବାହିତ ଦମ୍ପତିମାନଙ୍କର ଅନୁଭବ ମଧ୍ୟ ଆପଣ ପଢ଼ିପାରିବେ ।

ନିଜ ଜୀବନସାଥୀଙ୍କୁ କିପରି ଆଦରର ସହିତ ବ୍ୟବହାର କରିବେ

ଅନ୍ୟକୁ ଆଘାତ କରୁଥିବା କଥାବାର୍ତ୍ତା କରିବାଠାରୁ କିପରି ଦୂରେଇ ରହିବେ

ଯୁକ୍ତିତର୍କ କରିବା କିପରି ବନ୍ଦ କରିବେ

ପରସ୍ପରକୁ କିପରି କ୍ଷମା କରିବେ

ଯେତେବେଳେ ଜଣେ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଅତ୍ୟଧିକ ବଢ଼ିଯାଏ

ଯେବେ ଜୀବନସାଥୀଙ୍କୁ ବିଶେଷ ଯତ୍ନର ଆବଶ୍ୟକ ହୁଏ

ଦ୍ୱିତୀୟ ବିବାହକୁ କିପରି ସଫଳ କରିବେ

ଯଦି ଆପଣଙ୍କ ପିଲା କାନ୍ଦି କାନ୍ଦି ଜିଦ୍‌ କରେ, ତେବେ କʼଣ କରିବେ

ଯଦି ଆପଣଙ୍କ ପିଲା ଶାରୀରିକ କିମ୍ବା ମାନସିକ ଅକର୍ମଣ୍ୟ ଅଟେ

ଯୌନ ନୈତିକତା ବିଷୟରେ ନିଜ ପିଲାଙ୍କ ସହିତ କଥା ହୁଅନ୍ତୁ

ଯେତେବେଳେ ଯୁବାବସ୍ଥାରେ ପିଲାମାନେ ଆପଣଙ୍କ ଧାର୍ମିକ ବିଶ୍ୱାସ ଉପରେ ପ୍ରଶ୍ନ କରନ୍ତି

କିଶୋର-କିଶୋରୀମାନଙ୍କୁ ଦାୟିତ୍ୱପୂର୍ଣ୍ଣ ମଣିଷ ହେବା ପାଇଁ କିପରି ଶିଖାଇବେ

ଯେବେ କିଶୋର-କିଶୋରୀମାନେ ନିଜ ଶରୀରକୁ କ୍ଷତ କରନ୍ତି

ସାବତ ପରିବାରରେ ଆସୁଥିବା ସମସ୍ୟା

ଏଥିରେ ନୂଆ ନୂଆ ବିଷୟଗୁଡ଼ିକ ନିୟମିତ ଭାବେ ସାମିଲ୍‌ କରାଯାଏ ।