इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  1. ଆମେ ବଳ ଓ ପରାକ୍ରମ କେଉଁଠାରୁ ପାଇପାରିବା? (ଯିହୋ. ୧:୯; ଗୀତ. ୬୮:୩୫)

  2. ଆମେ ନିଜ ବିଶ୍ୱାସକୁ ବଢ଼ାଇବା କିପରି ଜାରି ରଖିପାରିବା? (ଏବ୍ରୀ ୧୧:୬)

  3. ଆମେ କାହିଁକି ନିଶ୍ଚିତ ହୋଇପାରିବା ଯେ ଯିହୋବା ଆମକୁ ଯେଉଁ କାମ ଦେଇଛନ୍ତି, ସେଥିରେ ଆମେ ସଫଳ ହେବା? (ହାଗ. ୨:୪-୯)

  4. ଯେତେବେଳେ ଆମେ ବଡ଼ ବଡ଼ ପରୀକ୍ଷାର ସାମନା କରୁ, ସେତେବେଳେ ଯିହୋବା ଆମକୁ କିପରି ବଳବାନ କରନ୍ତି? (ଗୀତ. ୧୮:୬, ୩୦; କଲ. ୪:୧୦, ୧୧)

  5. ଯୁବକଯୁବତୀ ଓ ପତିପତ୍ନୀମାନେ ଯିହୋବାଙ୍କ ଶାସନକୁ ସମର୍ଥନ କରିବା ପାଇଁ ସେମାନଙ୍କୁ କʼଣ ସାହାଯ୍ୟ କରିବ? (ମାଥି. ୨୨:୩୭, ୩୯)

  6. ଆମେ କିପରି “ବିଶ୍ୱାସରେ ସ୍ଥିର” ଏବଂ “ବଳବାନ” ହୋଇପାରିବା? (୧ କରି. ୧୬:୧୩; ରୋମୀ. ୧୫:୫; ଏବ୍ରୀ ୫:୧୧–୬:୧; ୧୨:୧୬, ୧୭)