इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବଳବାନ ହୁଅ!

ବଳବାନ ହୁଅ!

ଯିହୋଶୂୟ ୧:୯

ସକାଳ କାର୍ଯ୍ୟକ୍ରମ

  • ୯:୪୦ ସଂଗୀତ

  • ୯:୫୦ ଗୀତ ସଂ. ୩୮ ଏବଂ ପ୍ରାର୍ଥନା

  • ୧୦:୦୦ ଯିହୋବା—ଆମ ‘ବଳ ଓ ପରାକ୍ରମର’ ସ୍ରୋତ

  • ୧୦:୧୫ ବଳବାନ ହୁଅ—ନିଜ ବିଶ୍ୱାସ ବଢ଼ାଅ

  • ୧୦:୩୦ ବଳବାନ ହୁଅ—ଉତ୍ସାହର ସହ ପ୍ରଚାର କର, ଶିଖାଅ ଏବଂ ତାଲିମ ଦିଅ

  • ୧୦:୫୫ ଗୀତ ସଂ. ୭ ଏବଂ ଘୋଷଣା

  • ୧୧:୦୫ ଦୁର୍ଦ୍ଦଶା ସମୟରେ ବଳବାନ ହୁଅ!

  • ୧୧:୩୫ ସମର୍ପଣ ଭାଷଣ

  • ୧୨:୦୫ ଗୀତ ସଂ. ୭୯

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୨୦ ସଂଗୀତ

  • ୧:୩୦ ଗୀତ ସଂ. ୧୦୨

  • ୧:୩୫ ଅନୁଭୂତି

  • ୧:୪୫ ପ୍ରହରୀଦୁର୍ଗର ସାରାଂଶ

  • ୨:୧୫ ପରିଚର୍ଚ୍ଚା: ବଳବାନ ହୁଅ!—ଯିହୋବାଙ୍କ ଶାସନକୁ ସମର୍ଥନ କର

    • ଯୁବକଯୁବତୀ ଭାବେ

    • ପତିପତ୍ନୀ ଭାବେ

  • ୨:୪୫ ଗୀତ ସଂ. ୧୨୬ ଏବଂ ଘୋଷଣା

  • ୨:୫୫ “ବିଶ୍ୱାସରେ ସ୍ଥିର ହୋଇଥାଅ, . . . ବଳବାନ ହୁଅ”

  • ୩:୫୫ ଗୀତ ସଂ. ୨ ଏବଂ ପ୍ରାର୍ଥନା