इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  1. ଆମେ କାହିଁକି ଦୃଢ଼ ବିଶ୍ୱାସର ସହ ସାହସ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା? (ଗୀତ. ୧୩୮:୩)

  2. ଆମେ ପ୍ରାଚୀନ ସମୟର ବିଶ୍ୱସ୍ତ ସେବକମାନଙ୍କ ଭଳି ସାହସୀ କିପରି ହୋଇପାରିବା? (ପ୍ରେରି. ୪:୩୧)

  3. ଆମେ ପ୍ରଚାର ସେବାରେ କିପରି ନିଜର ସାହସ ବାନ୍ଧିପାରିବା? (୧ ଥେସ. ୨:୨)

  4. ଯେତେବେଳେ ଚାପ ଆସେ ଆମେ କିପରି ସାହସ ଦେଖାଇପାରିବା? (୧ ପିତ. ୨:୨୧-୨୩)

  5. ଯଦି ଆମେ ଖ୍ରୀଷ୍ଟିୟାନମାନେ ସାହସ ଦେଖାଇବା, ତେବେ ଆମକୁ କʼଣ ପୁରସ୍କାର ମିଳିବ? (ଏବ୍ରୀ ୧୦:୩୫)