इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ନିର୍ଭୀକ ହୁଅ!

ନିର୍ଭୀକ ହୁଅ!

ଗୀତସଂହିତା ୧୩୮:୩

ସକାଳ କାର୍ଯ୍ୟକ୍ରମ

  • ୯:୩୦ ସଂଗୀତ

  • ୯:୪୦ ଗୀତ ସଂ. ୭୩ ଏବଂ ପ୍ରାର୍ଥନା

  • ୯:୫୦ ଯିହୋବା ଆମକୁ ସାହସ ଦିଅନ୍ତି

  • ୧୦:୦୫ ପରିଚର୍ଚ୍ଚା: ନିର୍ଭୀକ ହୁଅନ୍ତୁ . . .

    • ହନୋକଙ୍କ ଭଳି

    • ମୋଶାଙ୍କ ଭଳି

    • ଯିହୋଶାଫଟ୍‌ଙ୍କ ଭଳି

    • ପିତରଙ୍କ ଭଳି

  • ୧୧:୦୫ ଗୀତ ସଂ. ୬୯ ଏବଂ ଘୋଷଣା

  • ୧୧:୧୫ ପ୍ରଚାର ସେବା ପାଇଁ ନିଜ ସାହସ ବାନ୍ଧନ୍ତୁ

  • ୧୧:୩୦ ସମର୍ପଣ ଭାଷଣ

  • ୧୨:୦୦ ଗୀତ ସଂ. ୪୮

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୧୦ ସଂଗୀତ

  • ୧:୨୦ ଗୀତ ସଂ. ୬୩ ଏବଂ ପ୍ରାର୍ଥନା

  • ୧:୩୦ ବାଇବଲ ଆଧାରିତ ଜନ ଭାଷଣ: ସତ୍ୟ ଉପାସନାରେ ଅଟଳ ରହନ୍ତୁ

  • ୨:୦୦ ପ୍ରହରୀଦୁର୍ଗର ସାରାଂଶ

  • ୨:୩୦ ଗୀତ ସଂ. ୭୬ ଏବଂ ଘୋଷଣା

  • ୨:୪୦ ପରିଚର୍ଚ୍ଚା: ଯେତେବେଳେ ଚାପ ଆସେ ଯୀଶୁଙ୍କ ଭଳି ନିର୍ଭୀକ ହୁଅନ୍ତୁ

    • ପରିବାରରେ

    • ସ୍କୁଲରେ

    • କାମ କରିବା ଜାଗାରେ

    • ସମାଜରେ

  • ୩:୪୦ ଆପଣଙ୍କ ସାହସ ପାଇଁ ଆପଣଙ୍କୁ “ମହା ପୁରସ୍କାର” ଦିଆଯିବ

  • ୪:୧୫ ଗୀତ ସଂ. ୧୧୯ ଏବଂ ପ୍ରାର୍ଥନା