ରବିବାର
“ଯଦି ତୁମ୍ଭମାନଙ୍କ ବିଶ୍ୱାସ ଥାଏ . . . , ତାହାହେଲେ ତାହା ଘଟିବ”—ମାଥିଉ ୨୧:୨୧
ସକାଳ କାର୍ଯ୍ୟକ୍ରମ
-
୯:୨୦ ସଂଗୀତର ଭିଡିଓ
-
୯:୩୦ ଗୀତ ସଂ. ୧୩୭ ଏବଂ ପ୍ରାର୍ଥନା
-
୯:୪୦ ପରିଚର୍ଚ୍ଚା: ଯେଉଁ ସ୍ତ୍ରୀମାନଙ୍କ ବିଶ୍ୱାସ ମଜବୁତ୍ ଥିଲା ସେମାନଙ୍କ ଭଳି ହୁଅନ୍ତୁ !
-
• ସାରା (ଏବ୍ରୀ ୧୧:୧୧, ୧୨)
-
• ରାହାବ (ଏବ୍ରୀ ୧୧:୩୧)
-
• ହାନ୍ନା (୧ ଶାମୁୟେଲ ୧:୧୦, ୧୧)
-
• ଛୋଟ ଇସ୍ରାଏଲୀୟ ଝିଅ (୨ ରାଜାବଳୀ ୫:୧-୩)
-
• ମରୀୟମ, ଯୀଶୁଙ୍କ ମାଆ (ଲୂକ ୧:୨୮-୩୩, ୩୮)
-
• କିଣାନୀୟା ସ୍ତ୍ରୀ (ମାଥିଉ ୧୫:୨୮)
-
• ମାର୍ଥା (ଯୋହନ ୧୧:୨୧-୨୪)
-
• ଆମ ସମୟର ଭଉଣୀମାନେ (ଗୀତସଂହିତା ୩୭:୨୫; ୧୧୯:୯୭, ୯୮)
-
-
୧୧:୦୫ ଗୀତ ସଂ. ୧୪୨ ଏବଂ ଘୋଷଣା
-
୧୧:୧୫ ବାଇବଲ ଆଧାରିତ ଜନ ଭାଷଣ: ‘ରାଜ୍ୟର ସୁସମାଚାର ଉପରେ ବିଶ୍ୱାସ କରନ୍ତୁ’ (ମାର୍କ ୧:୧୪, ୧୫; ମାଥିଉ ୯:୩୫; ଲୂକ ୮:୧)
-
୧୧:୪୫ ଗୀତ ସଂ. ୨୨ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୩୫ ସଂଗୀତର ଭିଡିଓ
-
୧:୪୫ ଗୀତ ସଂ. ୧୨୬
-
୧:୫୦ ନାଟକ: ଦାନିୟେଲ: ବିଶ୍ୱାସର ଏକ ବଢ଼ିଆ ଉଦାହରଣ—ଭାଗ ୨ (ଦାନିୟେଲ ୫:୧–୬:୨୮; ୧୦:୧–୧୨:୧୩)
-
୨:୪୦ ଗୀତ ସଂ. ୧୫୦ ଏବଂ ଘୋଷଣା
-
୨:୪୫ ବିଶ୍ୱାସ ବଢ଼ାନ୍ତୁ ଓ ଶକ୍ତିଶାଳୀ ହୁଅନ୍ତୁ ! (ଦାନିୟେଲ ୧୦:୧୮, ୧୯; ରୋମୀୟ ୪:୧୮-୨୧)
-
୩:୪୫ ନୂଆ ଗୀତ ଏବଂ ପ୍ରାର୍ଥନା