ଶୁକ୍ରବାର
“ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ”—ଲୂକ ୧୭:୫
ସକାଳ କାର୍ଯ୍ୟକ୍ରମ
-
୯:୨୦ ସଂଗୀତର ଭିଡିଓ
-
୯:୩୦ ଗୀତ ସଂ. ୫ ଏବଂ ପ୍ରାର୍ଥନା
-
୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ବିଶ୍ୱାସରେ କେତେ ଶକ୍ତି ଅଛି ? (ମାଥିଉ ୧୭:୧୯, ୨୦; ଏବ୍ରୀ ୧୧:୧)
-
୧୦:୧୦ ପରିଚର୍ଚ୍ଚା: ଆମେ କାହିଁକି ବିଶ୍ୱାସ କରୁ . . .
-
• ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ (ଏଫିସୀୟ ୨:୧, ୧୨; ଏବ୍ରୀ ୧୧:୩)
-
• ଈଶ୍ୱରଙ୍କ ବାକ୍ୟ ଉପରେ (ଯିଶାଇୟ ୪୬:୧୦)
-
• ଈଶ୍ୱରଙ୍କ ନୈତିକ ମାନଦଣ୍ଡ ଉପରେ (ଯିଶାଇୟ ୪୮:୧୭)
-
• ଈଶ୍ୱରଙ୍କ ପ୍ରେମ ଉପରେ (ଯୋହନ ୬:୪୪)
-
-
୧୧:୦୫ ଗୀତ ସଂ. ୩୭ ଏବଂ ଘୋଷଣା
-
୧୧:୧୫ ନାଟକୀୟ ବାଇବଲ ପଠନ: ନୋହ—ବିଶ୍ୱାସ ଯୋଗୁଁ ଆଜ୍ଞା ମାନିଲେ (ଆଦି ପୁସ୍ତକ ୬:୧–୮:୨୨; ୯:୮-୧୬)
-
୧୧:୪୫ ‘ବିଶ୍ୱାସ କରନ୍ତୁ, ସନ୍ଦେହ ନୁହେଁ’ (ମାଥିଉ ୨୧:୨୧, ୨୨)
-
୧୨:୧୫ ଗୀତ ସଂ. ୧୧୮ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୩୫ ସଂଗୀତର ଭିଡିଓ
-
୧:୪୫ ଗୀତ ସଂ. ୨
-
୧:୫୦ ପରିଚର୍ଚ୍ଚା: ସୃଷ୍ଟିକୁ ଦେଖି ନିଜ ବିଶ୍ୱାସ ବଢ଼ାନ୍ତୁ
-
• ତାରା (ଯିଶାଇୟ ୪୦:୨୬)
-
• ମହାସାଗର (ଗୀତସଂହିତା ୯୩:୪)
-
• ଜଙ୍ଗଲ (ଗୀତସଂହିତା ୩୭:୧୦, ୧୧, ୨୯)
-
• ପବନ ଓ ପାଣି (ଗୀତସଂହିତା ୧୪୭:୧୭, ୧୮)
-
• ଜଳଚର ପ୍ରାଣୀ (ଗୀତସଂହିତା ୧୦୪:୨୭, ୨୮)
-
• ଆମ ଶରୀର (ଯିଶାଇୟ ୩୩:୨୪)
-
-
୨:୫୦ ଗୀତ ସଂ. ୧୪୮ ଏବଂ ଘୋଷଣା
-
୩:୦୦ ଯିହୋବାଙ୍କ ଶକ୍ତିଶାଳୀ କାମଗୁଡ଼ିକରୁ ଆମ ବିଶ୍ୱାସ ମଜବୁତ୍ ହୁଏ (ଯିଶାଇୟ ୪୩:୧୦; ଏବ୍ରୀ ୧୧:୩୨-୩୫)
-
୩:୨୦ ପରିଚର୍ଚ୍ଚା: ବିଶ୍ୱସ୍ତ ଲୋକଙ୍କ ଭଳି ହୁଅନ୍ତୁ, ଦୁଷ୍ଟ ଲୋକଙ୍କ ଭଳି ନୁହେଁ
-
• ହେବଲ ଭଳି, କୟିନ ଭଳି ନୁହେଁ (ଏବ୍ରୀ ୧୧:୪)
-
• ହନୋକ ଭଳି, ଲେମକ ଭଳି ନୁହେଁ (ଏବ୍ରୀ ୧୧:୫)
-
• ନୋହ ଭଳି, ତାଙ୍କ ଆଖପାଖର ଲୋକଙ୍କ ଭଳି ନୁହେଁ (ଏବ୍ରୀ ୧୧:୭)
-
• ମୋଶା ଭଳି, ଫାରୋ ଭଳି ନୁହେଁ (ଏବ୍ରୀ ୧୧:୨୪-୨୬)
-
• ଯୀଶୁଙ୍କ ଶିଷ୍ୟମାନଙ୍କ ଭଳି, ଫାରୂଶୀମାନଙ୍କ ଭଳି ନୁହେଁ (ପ୍ରେରିତ ୫:୨୯)
-
-
୪:୧୫ ‘ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ ଆପଣାକୁ ପରୀକ୍ଷା କର’—କିପରି ? (୨ କରିନ୍ଥୀୟ ୧୩:୫, ୧୧)
-
୪:୫୦ ଗୀତ ସଂ. ୧୧୯ ଏବଂ ପ୍ରାର୍ଥନା