इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୦୨୧ ସର୍ବମୋଟ

୨୦୨୧ ସର୍ବମୋଟ
  • ଯିହୋବାଙ୍କ ସାକ୍ଷୀମାନଙ୍କର ଶାଖା କାର୍ଯ୍ୟାଳୟ: ୮୭

  • ଦେଶ ଓ କ୍ଷେତ୍ର: ୨୩୯

  • ମଣ୍ଡଳୀ: ୧,୧୯,୨୯୭

  • ସାରା ପୃଥିବୀରେ ସ୍ମାରକର ଉପସ୍ଥିତି: ୨,୧୩,୬୭,୬୦୩

  • ସାରା ପୃଥିବୀରେ ସ୍ମାରକରେ ରୋଟୀ ଖାଉଥିବା ଓ ଦ୍ରାକ୍ଷାରସ ପିଉଥିବା ବ୍ୟକ୍ତି: ୨୦,୭୪୬

  • ପ୍ରଚାରକମାନଙ୍କର ସର୍ବୋଚ୍ଚ ସଂଖ୍ୟା a: ୮୬,୮୬,୯୮୦

  • ପ୍ରତ୍ୟେକ ମାସ ହାରାହାରି ପ୍ରଚାରକ: ୮୪,୮୦,୧୪୭

  • ୨୦୨୦ ତୁଳନାରେ ବୃଦ୍ଧି: ୦.୭

  • ମୋଟ ବାପ୍ତିସ୍ମ ନେଲେ b: ୧,୭୧,୩୯୩

  • ପ୍ରତ୍ୟେକ ମାସ ହାରାହାରି ଅଗ୍ରଦୂତ c ପ୍ରଚାରକ: ୧୩,୫୦,୧୩୮

  • ପ୍ରତ୍ୟେକ ମାସ ହାରାହାରି ସହାୟକ ଅଗ୍ରଦୂତ ପ୍ରଚାରକ: ୩,୯୮,୫୦୪

  • ପ୍ରଚାର ସେବାର ମୋଟ ଘଣ୍ଟା: ୧,୪୨,୩୦,୩୯,୯୩୧

  • ପ୍ରତ୍ୟେକ ମାସ ହାରାହାରି ବାଇବଲ ଅଧ୍ୟୟନ d: ୫୯,୦୮,୧୬୭

ଯିହୋବାଙ୍କ ସାକ୍ଷୀମାନେ ୨୦୨୧ ସେବା ବର୍ଷରେ e ବିଶେଷ ଅଗ୍ରଦୂତ, ମିଶନାରୀ ଓ ସର୍କିଟ ଅଧ୍ୟକ୍ଷମାନଙ୍କର ପ୍ରଚାର ସେବା ଉପରେ ପ୍ରାୟ ୨୨ କୋଟି ୯୦ ଲକ୍ଷ ଡଲାର ଖର୍ଚ୍ଚ କଲେ । ସାରା ପୃଥିବୀର ଶାଖା କାର୍ଯ୍ୟାଳୟଗୁଡ଼ିକରେ ୨୦,୫୯୫ ଜଣ ସମର୍ପିତ ସେବକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ସମସ୍ତେ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ପୂର୍ଣ୍ଣ ସମୟର ସେବକମାନଙ୍କ ଶ୍ରେଣୀର ସଦସ୍ୟ ଅଟନ୍ତି ।

a ଯିଏ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରେ, ତାକୁ ପ୍ରଚାରକ କୁହାଯାଏ । (ମାଥିଉ ୨୪:୧୪) ପ୍ରଚାରକମାନଙ୍କ ଗଣନା କିପରି କରାଯାଏ, ତାହା ଜାଣିବା ପାଇଁ jw.org ୱେବସାଇଟ୍‌ରେ ଥିବା ଲେଖା, “ସାରା ପୃଥିବୀରେ କେତେ ଯିହୋବାଙ୍କ ସାକ୍ଷୀ ଅଛନ୍ତି ?” (ହିନ୍ଦୀ) ଦେଖନ୍ତୁ ।

b ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହେବାକୁ ଚାହାନ୍ତି, ତେବେ ସେ କʼଣ କରିବା ଉଚିତ୍‌, ସେବିଷୟରେ jw.org ୱେବସାଇଟ୍‌ରେ ଥିବା ଲେଖା, “ମୁଁ ଯିହୋବାଙ୍କ ସାକ୍ଷୀ କିପରି ହୋଇପାରିବି ?” (ହିନ୍ଦୀ) ଦେଖନ୍ତୁ ।

c ଜଣେ ଅଗ୍ରଦୂତ ଏପରି ଜଣେ ବାପ୍ତିସ୍ମପ୍ରାପ୍ତ ବ୍ୟକ୍ତି ହୋଇଥାʼନ୍ତି, ଯାହାଙ୍କ ମଣ୍ଡଳୀରେ ଭଲ ନାମ ଥାଏ ଏବଂ ଯିଏ ପ୍ରତ୍ୟେକ ମାସରେ ନିଜ ଇଚ୍ଛାରେ ପ୍ରଚାରରେ କିଛି ନିର୍ଦ୍ଧାରିତ ସମୟ ପ୍ରଚାର ସେବାରେ ଦେଇଥାʼନ୍ତି ।

d ଅଧିକ ଜାଣିବା ପାଇଁ jw.org ୱେବସାଇଟ୍‌ରେ ଥିବା ଲେଖା, “ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କିପରି ହୁଏ ?” (ହିନ୍ଦୀ) ଦେଖନ୍ତୁ ।

e ୨୦୨୧ ସେବା ବର୍ଷ ୧ ସେପ୍ଟେମ୍ବର ୨୦୨୦ରୁ ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଥିଲା ।