इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  1. ୧. ଏବେଠାରୁ ହିଁ ଆମକୁ ନିଜ ବିଶ୍ୱାସ କାହିଁକି ମଜବୁତ୍‌ କରିବା ଉଚିତ୍‌ ? (ଏବ୍ରୀ ୧୦:୩୯)

  2. ୨. ଯଦିଓ ଯିହୋବା ଅଦୃଶ୍ୟ ଅଟନ୍ତି, ତଥାପି ଆମେ ତାଙ୍କୁ କିପରି ଦେଖିପାରିବା ? (ଏବ୍ରୀ ୧୧:୨୭)

  3. ୩. ବାଇବଲର ଭବିଷ୍ୟତବାଣୀଗୁଡ଼ିକୁ ଅଧ୍ୟୟନ କରିବା କାହିଁକି ଜରୁରୀ ? (ରୋମୀ. ୧୦:୧୭)

  4. ୪. ବିଶ୍ୱାସ ବଢ଼ାଇବା ପାଇଁ ପବିତ୍ର ଶକ୍ତି ଆମକୁ କିପରି ସାହାଯ୍ୟ କରେ ? (ଲୂକ ୧୧:୧୩; ଗାଲା. ୫:୨୨, ୨୩)

  5. ୫. ବିଶ୍ୱାସ ମଜବୁତ୍‌ କରିବାରେ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ? (୧ ଥେସ. ୨:୭, ୮)

  6. ୬. ଆମେ ନିଜ ‘ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ’ କାହିଁକି ଲକ୍ଷ୍ୟ କରିବା ଉଚିତ୍‌ ? (ଏବ୍ରୀ ୧୨:୧-୩)