इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ନିଜ ବିଶ୍ୱାସକୁ ମଜବୁତ୍‌ କରନ୍ତୁ !

ନିଜ ବିଶ୍ୱାସକୁ ମଜବୁତ୍‌ କରନ୍ତୁ !

ଏବ୍ରୀ ୧୦:୩୯

ସକାଳ କାର୍ଯ୍ୟକ୍ରମ

  • ୯:୪୦ ସଂଗୀତ

  • ୯:୫୦ ଗୀତ ସଂ. ୧୧୯ ଏବଂ ପ୍ରାର୍ଥନା

  • ୧୦:୦୦ ଏବେଠାରୁ ହିଁ ଆମକୁ ନିଜ ବିଶ୍ୱାସ କାହିଁକି ମଜବୁତ୍‌ କରିବା ଉଚିତ୍‌ ?

  • ୧୦:୧୫ କʼଣ ଆପଣ “ଅଦୃଶ୍ୟ” ଈଶ୍ୱରଙ୍କୁ ଦେଖୁଛନ୍ତି ?

  • ୧୦:୩୦ “ବିଶ୍ୱାସ ଶ୍ରବଣରୁ ଜାତ ହୁଏ”

  • ୧୦:୫୫ ଗୀତ ସଂ. ୧୦୪ ଏବଂ ଘୋଷଣା

  • ୧୧:୦୫ ପବିତ୍ର ଶକ୍ତିର ଫଳ ହେଉଛି ବିଶ୍ୱାସ

  • ୧୧:୩୫ ସମର୍ପଣ ଭାଷଣ

  • ୧୨:୦୫ ଗୀତ ସଂ. ୫୦

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୨୦ ସଂଗୀତ

  • ୧:୩୦ ଗୀତ ସଂ. ୩

  • ୧:୩୫ ଅନୁଭୂତି

  • ୧:୪୫ ପ୍ରହରୀଦୁର୍ଗର ସାରାଂଶ

  • ୨:୧୫ ପରିଚର୍ଚ୍ଚା: ବିଶ୍ୱାସ ମଜବୁତ୍‌ କରିବାରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ

    • • ନିଜ ଯୁବକଯୁବତୀମାନଙ୍କୁ

    • • ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ

    • • ନିଜ ଭାଇଭଉଣୀମାନଙ୍କୁ

  • ୩:୦୦ ଗୀତ ସଂ. ୩୮ ଏବଂ ଘୋଷଣା

  • ୩:୧୦ ‘ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କର’

  • ୩:୫୫ ଗୀତ ସଂ. ୧୨୬ ଏବଂ ପ୍ରାର୍ଥନା