इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

“ଈଶ୍ୱରଙ୍କଠାରେ ବିଶ୍ୱାସ କର” !

“ଈଶ୍ୱରଙ୍କଠାରେ ବିଶ୍ୱାସ କର” !

ଯୋହନ ୧୪:୧

ସକାଳ କାର୍ଯ୍ୟକ୍ରମ

  • ୯:୩୦ ସଂଗୀତ

  • ୯:୪୦ ଗୀତ ସଂ. ୧୧୮ ଏବଂ ପ୍ରାର୍ଥନା

  • ୯:୫୦ “ଈଶ୍ୱରଙ୍କଠାରେ ବିଶ୍ୱାସ କର” !—କିପରି ଓ କାହିଁକି ?

  • ୧୦:୦୫ ପରିଚର୍ଚ୍ଚା: ଯେଉଁମାନେ ବିଶ୍ୱାସ ଦେଖାଇଲେ, ସେମାନଙ୍କ ଉଦାହରଣରେ ଚାଲନ୍ତୁ

    • • ଇସ୍‌ହାକ ଓ ରିବିକା

    • • ଏଷ୍ଟର

    • • ତୀମଥି

  • ୧୧:୦୫ ଗୀତ ସଂ. ୬୦ ଏବଂ ଘୋଷଣା

  • ୧୧:୧୫ ‘ଆମେମାନେ ବିଶ୍ୱାସ କରୁ, ତେଣୁ କଥା କହୁ’

  • ୧୧:୩୦ ସମର୍ପଣ ଓ ବାପ୍ତିସ୍ମ

  • ୧୨:୦୦ ଗୀତ ସଂ. ୫୨

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୧୦ ସଂଗୀତ

  • ୧:୨୦ ଗୀତ ସଂ. ୯ ଏବଂ ପ୍ରାର୍ଥନା

  • ୧:୩୦ ଜନ ଭାଷଣ: ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତୁ, ଯିଏ କେବେ ମିଛ କହିପାରିବେନି

  • ୨:୦୦ ପ୍ରହରୀଦୁର୍ଗର ସାରାଂଶ

  • ୨:୩୦ ଗୀତ ସଂ. ୫୪ ଏବଂ ଘୋଷଣା

  • ୨:୪୦ ପରିଚର୍ଚ୍ଚା: ପ୍ରତିଦିନ “ବିଶ୍ୱାସରେ ଜୀବନ ଯାପନ” କରନ୍ତୁ

    • • ‘ଚିନ୍ତିତ ହୁଅନ୍ତୁ ନାହିଁ’

    • • ନିଜ ସମୟର ଭଲ ବ୍ୟବହାର କରନ୍ତୁ

    • • ଜଗତର ଭାଗ ହୁଅନ୍ତୁ ନାହିଁ

  • ୩:୪୦ ‘ଯିହୋବା ଆପଣା ଲୋକମାନଙ୍କୁ ଜାଣନ୍ତି’

  • ୪:୧୫ ଗୀତ ସଂ. ୭ ଏବଂ ପ୍ରାର୍ଥନା