“ଈଶ୍ୱରଙ୍କଠାରେ ବିଶ୍ୱାସ କର” !
ସକାଳ କାର୍ଯ୍ୟକ୍ରମ
-
୯:୩୦ ସଂଗୀତ
-
୯:୪୦ ଗୀତ ସଂ. ୧୧୮ ଏବଂ ପ୍ରାର୍ଥନା
-
୯:୫୦ “ଈଶ୍ୱରଙ୍କଠାରେ ବିଶ୍ୱାସ କର” !—କିପରି ଓ କାହିଁକି ?
-
୧୦:୦୫ ପରିଚର୍ଚ୍ଚା: ଯେଉଁମାନେ ବିଶ୍ୱାସ ଦେଖାଇଲେ, ସେମାନଙ୍କ ଉଦାହରଣରେ ଚାଲନ୍ତୁ
-
• ଇସ୍ହାକ ଓ ରିବିକା
-
• ଏଷ୍ଟର
-
• ତୀମଥି
-
-
୧୧:୦୫ ଗୀତ ସଂ. ୬୦ ଏବଂ ଘୋଷଣା
-
୧୧:୧୫ ‘ଆମେମାନେ ବିଶ୍ୱାସ କରୁ, ତେଣୁ କଥା କହୁ’
-
୧୧:୩୦ ସମର୍ପଣ ଓ ବାପ୍ତିସ୍ମ
-
୧୨:୦୦ ଗୀତ ସଂ. ୫୨
ଦ୍ୱିପହର କାର୍ଯ୍ୟକ୍ରମ
-
୧:୧୦ ସଂଗୀତ
-
୧:୨୦ ଗୀତ ସଂ. ୯ ଏବଂ ପ୍ରାର୍ଥନା
-
୧:୩୦ ଜନ ଭାଷଣ: ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତୁ, ଯିଏ କେବେ ମିଛ କହିପାରିବେନି
-
୨:୦୦ ପ୍ରହରୀଦୁର୍ଗର ସାରାଂଶ
-
୨:୩୦ ଗୀତ ସଂ. ୫୪ ଏବଂ ଘୋଷଣା
-
୨:୪୦ ପରିଚର୍ଚ୍ଚା: ପ୍ରତିଦିନ “ବିଶ୍ୱାସରେ ଜୀବନ ଯାପନ” କରନ୍ତୁ
-
• ‘ଚିନ୍ତିତ ହୁଅନ୍ତୁ ନାହିଁ’
-
• ନିଜ ସମୟର ଭଲ ବ୍ୟବହାର କରନ୍ତୁ
-
• ଜଗତର ଭାଗ ହୁଅନ୍ତୁ ନାହିଁ
-
-
୩:୪୦ ‘ଯିହୋବା ଆପଣା ଲୋକମାନଙ୍କୁ ଜାଣନ୍ତି’
-
୪:୧୫ ଗୀତ ସଂ. ୭ ଏବଂ ପ୍ରାର୍ଥନା