ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
୧. ଯଦି ଆମେ ବିଶ୍ୱାସ କରୁ, ତାହେଲେ ଆମକୁ କʼଣ କʼଣ ଆଶିଷ ମିଳିବ ? (ଯୋହ. ୩:୧୬)
୨. ଆମେ ଇସ୍ହାକ ଓ ରିବିକା, ଏଷ୍ଟର ଓ ତୀମଥିଙ୍କ ପରି ବିଶ୍ୱାସ କିପରି କରିପାରିବା ? (ଉପ. ୪:୧୧, ୧୨; ଗୀତ. ୧୧୯:୪୬; ୨ ତୀମ. ୧:୫)
୩. ପ୍ରଚାରରେ ସମସ୍ୟା ଆସିବା ସତ୍ତ୍ୱେ ଆମେ କାହିଁକି ଏହି କାମ କରିବା ଜାରି ରଖିଥାଉ ? (୨ କରି. ୪:୧୩)
୪. ଆମେ କିପରି ପ୍ରତିଦିନ “ବିଶ୍ୱାସରେ ଜୀବନ ଯାପନ” କରିପାରିବା ? (୨ କରି. ୫:୭)
୫. ଯଦି ଆମେ ଚାହୁଁ ଯେ ଯିହୋବା ଆମକୁ ଜାଣନ୍ତୁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? (୨ ତୀମ. ୨:୧୯; ଯାକୁ. ୪:୬; ୨ କରି. ୧୩:୫)