इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  1. ୧. ଯଦି ଆମେ ବିଶ୍ୱାସ କରୁ, ତାହେଲେ ଆମକୁ କʼଣ କʼଣ ଆଶିଷ ମିଳିବ ? (ଯୋହ. ୩:୧୬)

  2. ୨. ଆମେ ଇସ୍‌ହାକ ଓ ରିବିକା, ଏଷ୍ଟର ଓ ତୀମଥିଙ୍କ ପରି ବିଶ୍ୱାସ କିପରି କରିପାରିବା ? (ଉପ. ୪:୧୧, ୧୨; ଗୀତ. ୧୧୯:୪୬; ୨ ତୀମ. ୧:୫)

  3. ୩. ପ୍ରଚାରରେ ସମସ୍ୟା ଆସିବା ସତ୍ତ୍ୱେ ଆମେ କାହିଁକି ଏହି କାମ କରିବା ଜାରି ରଖିଥାଉ ? (୨ କରି. ୪:୧୩)

  4. ୪. ଆମେ କିପରି ପ୍ରତିଦିନ “ବିଶ୍ୱାସରେ ଜୀବନ ଯାପନ” କରିପାରିବା ? (୨ କରି. ୫:୭)

  5. ୫. ଯଦି ଆମେ ଚାହୁଁ ଯେ ଯିହୋବା ଆମକୁ ଜାଣନ୍ତୁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? (୨ ତୀମ. ୨:୧୯; ଯାକୁ. ୪:୬; ୨ କରି. ୧୩:୫)