इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୦୧୯ ସର୍ବମୋଟ

୨୦୧୯ ସର୍ବମୋଟ
  • ଯିହୋବାଙ୍କ ସାକ୍ଷୀମାନଙ୍କର ଶାଖା କାର୍ଯ୍ୟାଳୟ: ୮୭

  • ଦେଶ ଓ କ୍ଷେତ୍ର: ୨୪୦

  • ମଣ୍ଡଳୀ: ୧,୧୯,୭୧୨

  • ସାରା ପୃଥିବୀରେ ସ୍ମାରକର ଉପସ୍ଥିତି: ୨,୦୯,୧୯,୦୪୧

  • ସାରା ପୃଥିବୀରେ ସ୍ମାରକରେ ରୋଟୀ ଖାଉଥିବା ଓ ଦ୍ରାକ୍ଷାରସ ପିଉଥିବା ବ୍ୟକ୍ତି: ୨୦,୫୨୬

  • ପ୍ରଚାରକମାନଙ୍କର ସର୍ବୋଚ୍ଚ ସଂଖ୍ୟା a: ୮୬,୮୩,୧୧୭

  • ପ୍ରତ୍ୟେକ ମାସ ହାରାହାରି ପ୍ରଚାରକ: ୮୪,୭୧,୦୦୮

  • ୨୦୧୮ ତୁଳନାରେ ବୃଦ୍ଧି: ୧.୩

  • ମୋଟ ବାପ୍ତିସ୍ମ ନେଲେ b: ୩,୦୩,୮୬୬

  • ପ୍ରତ୍ୟେକ ମାସ ହାରାହାରି ଅଗ୍ରଦୂତ c ପ୍ରଚାରକ: ୧୨,୭୭,୭୩୮

  • ପ୍ରତ୍ୟେକ ମାସ ହାରାହାରି ସହାୟକ ଅଗ୍ରଦୂତ ପ୍ରଚାରକ: ୪,୬୪,୯୮୦

  • ପ୍ରଚାର ସେବାର ମୋଟ ଘଣ୍ଟା: ୨୦୮,୮୫,୬୦,୪୩୭

  • ପ୍ରତ୍ୟେକ ମାସ ହାରାହାରି ବାଇବଲ ଅଧ୍ୟୟନ d: ୯୬,୧୮,୧୮୨

ଯିହୋବାଙ୍କ ସାକ୍ଷୀମାନେ ୨୦୧୯ ସେବା ବର୍ଷରେ e ବିଶେଷ ଅଗ୍ରଦୂତ, ମିଶନାରୀ ଓ ସର୍କିଟ ଅଧ୍ୟକ୍ଷମାନଙ୍କର ପ୍ରଚାର ସେବା ଉପରେ ପ୍ରାୟ ୨୨ କୋଟି ୪୦ ଲକ୍ଷ ଡଲାର ଖର୍ଚ୍ଚ କଲେ । ସାରା ପୃଥିବୀର ଶାଖା କାର୍ଯ୍ୟାଳୟଗୁଡ଼ିକରେ ୨୦,୮୫୮ ଜଣ ସମର୍ପିତ ସେବକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ସମସ୍ତେ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ପୂର୍ଣ୍ଣ ସମୟର ସେବକମାନଙ୍କ ଶ୍ରେଶୀର ସଦସ୍ୟ ଅଟନ୍ତି ।

a ଯିଏ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରେ, ତାକୁ ପ୍ରଚାରକ କୁହାଯାଏ । (ମାଥିଉ ୨୪:୧୪) ପ୍ରଚାରକମାନଙ୍କ ଗଣନା କିପରି କରାଯାଏ, ତାହା ଜାଣିବା ପାଇଁ jw.org ୱେବସାଇଟ୍‌ରେ ଥିବା ଲେଖା, “ସାରା ପୃଥିବୀରେ କେତେ ଯିହୋବାଙ୍କ ସାକ୍ଷୀ ଅଛନ୍ତି ?” (ହିନ୍ଦୀ) ଦେଖନ୍ତୁ ।

b ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହେବାକୁ ଚାହାନ୍ତି, ତେବେ ସେ କʼଣ କରିବା ଉଚିତ୍‌, ସେବିଷୟରେ jw.org ୱେବସାଇଟ୍‌ରେ ଥିବା ଲେଖା, “ମୁଁ ଯିହୋବାଙ୍କ ସାକ୍ଷୀ କିପରି ହୋଇପାରିବି ?” (ହିନ୍ଦୀ) ଦେଖନ୍ତୁ ।

c ଜଣେ ଅଗ୍ରଦୂତ ଏପରି ଜଣେ ବାପ୍ତିସ୍ମପ୍ରାପ୍ତ ବ୍ୟକ୍ତି ହୋଇଥାʼନ୍ତି, ଯାହାଙ୍କ ମଣ୍ଡଳୀରେ ଭଲ ନାମ ଥାଏ ଏବଂ ଯିଏ ପ୍ରତ୍ୟେକ ମାସରେ ନିଜ ଇଚ୍ଛାରେ ପ୍ରଚାରରେ କିଛି ନିର୍ଦ୍ଧାରିତ ସମୟ ପ୍ରଚାର ସେବାରେ ଦେଇଥାʼନ୍ତି ।

d ଅଧିକ ଜାଣିବା ପାଇଁ jw.org ୱେବସାଇଟ୍‌ରେ ଥିବା ଲେଖା, “ବାଇବଲ ଅଧ୍ୟୟନ କʼଣ ଅଟେ ?” (ହିନ୍ଦୀ) ଦେଖନ୍ତୁ ।

e ୨୦୧୯ ସେବା ବର୍ଷ ୧ ସେପ୍ଟେମ୍ବର ୨୦୧୮ରୁ ୩୧ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ଥିଲା ।