ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
୧. ଶାନ୍ତି ଚାହୁଁଥିବା ଲୋକମାନେ କିଏ ଅଟନ୍ତି ? (ଲୂକ ୧୦:୬)
୨. ଆମେ ଶାନ୍ତି ଚାହୁଁଥିବା ଲୋକମାନଙ୍କୁ ଈଶ୍ୱରଙ୍କ ସାଙ୍ଗ ହେବା ପାଇଁ ସାହାଯ୍ୟ କିପରି କରିପାରିବା ? (ମାଥି. ୧୦:୧୧)
୩. ଶାନ୍ତି ଚାହୁଁଥିବା ଲୋକମାନଙ୍କୁ ଖୋଜିବା ପାଇଁ ଶାନ୍ତିର ରାଜା କିପରି ଆମର ସାହାଯ୍ୟ କରନ୍ତି ? (ଯିଶା. ୯:୬, ୭; ମାଥି. ୨୮:୨୦)
୪. ଆମେ କିପରି ଦେଖାଇପାରିବା ଯେ ଆମେ ଶାନ୍ତି ଚାହୁଁଥିବା ଲୋକମାନେ ଅଟୁ ? (ଗୀତ. ୧୧:୫; ୨ ତୀମ. ୨:୨୪; ଯାକୁ. ୩:୧୭, ୧୮)
୫. ଶାନ୍ତି ଚାହୁଁଥିବା ଲୋକମାନେ ଏକ ଅନ୍ୟକୁ କିପରି ସାହାଯ୍ୟ କରନ୍ତି ? (୨ କରି. ୬:୧୩)
୬. ‘ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କରିବା’ ପାଇଁ ଆମକୁ କʼଣ କରିବାକୁ ହେବ ? (ରୋମୀ. ୧୨:୨, ୬, ୧୦, ୧୮)
© 2022 Watch Tower Bible and Tract Society of Pennsylvania
CA-brpgm23-OI