इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଶାନ୍ତି ଚାହୁଁଥିବା ଲୋକମାନେ

ଶାନ୍ତି ଚାହୁଁଥିବା ଲୋକମାନେ

ଲୂକ ୧୦:୬

ସକାଳ କାର୍ଯ୍ୟକ୍ରମ

  • ୯:୪୦ ସଂଗୀତ

  • ୯:୫୦ ଗୀତ ସଂ. ୫୮ ଏବଂ ପ୍ରାର୍ଥନା

  • ୧୦:୦୦ ଶାନ୍ତି ଚାହୁଁଥିବା ଲୋକମାନେ, ଆପଣମାନଙ୍କୁ ସ୍ୱାଗତ !

  • ୧୦:୧୫ ଶାନ୍ତି ଚାହୁଁଥିବା ଲୋକମାନଙ୍କୁ ଖୋଜିବା ଜାରି ରଖନ୍ତୁ

  • ୧୦:୩୦ ଶାନ୍ତି ଚାହୁଁଥିବା ଲୋକମାନଙ୍କୁ ଖୋଜିବାରେ ଶାନ୍ତିର ରାଜାର ସାହାଯ୍ୟ ନିଅନ୍ତୁ

  • ୧୦:୫୫ ଗୀତ ସଂ. ୧୦୩ ଏବଂ ଘୋଷଣା

  • ୧୧:୦୫ ଶାନ୍ତି ଚାହୁଁଥିବା ଲୋକମାନେ ଯୁଦ୍ଧ କରିବା ଶିଖନ୍ତି ନାହିଁ

  • ୧୧:୩୫ ସମର୍ପଣ ଓ ବାପ୍ତିସ୍ମ

  • ୧୨:୦୫ ଗୀତ ସଂ. ୭୯

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୨୦ ସଂଗୀତ

  • ୧:୩୦ ଗୀତ ସଂ. ୭୬

  • ୧:୩୫ ଅନୁଭୂତି

  • ୧:୪୫ ପ୍ରହରୀଦୁର୍ଗର ସାରାଂଶ

  • ୨:୧୫ ପରିଚର୍ଚ୍ଚା: ଶାନ୍ତି ଚାହୁଁଥିବା ଲୋକମାନେ, ଏକ ଅନ୍ୟକୁ ସାହାଯ୍ୟ କରନ୍ତୁ

    • • ‘ପ୍ରଶସ୍ତମନା ହୁଅନ୍ତୁ’

    • • ଯୁବକଯୁବତୀମାନଙ୍କୁ ନିଜ ଦକ୍ଷତାର ଭଲ ବ୍ୟବହାର କରିବାରେ ସାହାଯ୍ୟ କରନ୍ତୁ

    • • ବୃଦ୍ଧବୃଦ୍ଧାମାନଙ୍କର ଆଦର କରନ୍ତୁ

  • ୩:୦୦ ଗୀତ ସଂ. ୫୭ ଏବଂ ଘୋଷଣା

  • ୩:୧୦ ଶାନ୍ତି ଚାହୁଁଥିବା ଲୋକମାନେ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କିପରି କରନ୍ତି ?

  • ୩:୫୫ ଗୀତ ସଂ. ୪୫ ଏବଂ ପ୍ରାର୍ଥନା