इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏକତାରେ ଥିବା ଯିହୋବାଙ୍କ ପରିବାର

ଏକତାରେ ଥିବା ଯିହୋବାଙ୍କ ପରିବାର

ଏଫିସୀୟ ୪:୩

ସକାଳ କାର୍ଯ୍ୟକ୍ରମ

  • ୯:୩୦ ସଂଗୀତ

  • ୯:୪୦ ଗୀତ ସଂ. ୮୫ ଏବଂ ପ୍ରାର୍ଥନା

  • ୯:୫୦ ଯିହୋବା ଆମକୁ ନିଜ ପରିବାରର ସଦସ୍ୟ କରିଛନ୍ତି !

  • ୧୦:୦୫ ପରିଚର୍ଚ୍ଚା: ସେମାନେ ଅନ୍ୟମାନଙ୍କୁ ହୃଦୟରୁ ଆପଣାଇଲେ

    • • ଇଲୀହୂ

    • • ଲୂଦିଆ

    • • ଯୀଶୁ

  • ୧୧:୦୫ ଗୀତ ସଂ. ୧୦୦ ଏବଂ ଘୋଷଣା

  • ୧୧:୧୫ ଯିହୋବାଙ୍କ ପରିବାରର ସଦସ୍ୟ ହେବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଜାରି ରଖନ୍ତୁ

  • ୧୧:୩୦ ସମର୍ପଣ ଓ ବାପ୍ତିସ୍ମ

  • ୧୨:୦୦ ଗୀତ ସଂ. ୧୩୫

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୧୦ ସଂଗୀତ

  • ୧:୨୦ ଗୀତ ସଂ. ୧୩୨ ଏବଂ ପ୍ରାର୍ଥନା

  • ୧:୩୦ ବାଇବଲ ଆଧାରିତ ଜନ ଭାଷଣ: କʼଣ ଆପଣଙ୍କ ଘରେ ସୁଖ ଶାନ୍ତି ଅଛି ?

  • ୨:୦୦ ପ୍ରହରୀଦୁର୍ଗର ସାରାଂଶ

  • ୨:୩୦ ଗୀତ ସଂ. ୧୩୬ ଏବଂ ଘୋଷଣା

  • ୨:୪୦ ପରିଚର୍ଚ୍ଚା: ଆମ ମଧ୍ୟରେ ଶାନ୍ତି କିପରି ବଢ଼ାଇବା ?

    • • ‘ନିଷ୍ଠାଜନକ ବାକ୍ୟ କହନ୍ତୁ ଯାହା ହିତଜନକ ହୁଏ’

    • • ‘ପ୍ରେମରେ ଆଚରଣ କରନ୍ତୁ’

    • • ଶତ୍ରୁମାନଙ୍କ ସାମନା କରନ୍ତୁ

  • ୩:୪୦ ଭାଇଭଉଣୀମାନଙ୍କ ପାଇଁ ଯିହୋବାଙ୍କୁ ‘ଧନ୍ୟବାଦ ଦେବା’ ଛାଡ଼ନ୍ତୁ ନାହିଁ

  • ୪:୧୫ ଗୀତ ସଂ. ୧୦୭ ଏବଂ ପ୍ରାର୍ଥନା