इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  1. ୧. ଯଦି ଆମେ ଏକଥା ପାଇଁ କୃତଜ୍ଞ ଯେ ଆମେ ଯିହୋବାଙ୍କ ପରିବାରର ସଦସ୍ୟ ଅଟୁ, ତେବେ ଆମେ କʼଣ କରିବା ? (ଏଫି. ୪:୩)

  2. ୨. ଆମେ ଲୋକମାନଙ୍କୁ ହୃଦୟରୁ କିପରି ଆପଣାଇପାରିବା ? ଏବଂ ଆମକୁ ଏପରି କାହିଁକି କରିବା ଉଚିତ୍‌ ? (ରୋମୀ. ୧୫:୭)

  3. ୩. ଅଧିକରୁ ଅଧିକ ଲୋକଙ୍କୁ ଯିହୋବାଙ୍କ ପରିବାରର ସଦସ୍ୟ କରିବା ପାଇଁ ଆମେ କʼଣ କରିବା ଉଚିତ୍‌ ? (ଏଫି. ୨:୧୭; ୬:୧୫)

  4. ୪. ଆମ ମଧ୍ୟରେ ଶାନ୍ତି କିପରି ବଢ଼ାଇପାରିବା ? (ଏଫି. ୪:୨୯; ୫:୧, ୨; ୬:୧୩)

  5. ୫. ଆମେ ନିଜ ଭାଇଭଉଣୀଙ୍କ ପାଇଁ ପ୍ରେମ କିପରି ବଢ଼ାଇପାରିବା ? (ଏଫି. ୧:୧୫, ୧୬)

© 2022 Watch Tower Bible and Tract Society of Pennsylvania

CA-copgm23-OI