ରବିବାର
ସକାଳ କାର୍ଯ୍ୟକ୍ରମ
-
୯:୨୦ ସଂଗୀତର ଭିଡିଓ
-
୯:୩୦ ଗୀତ ସଂ. ୧୦୧ ଏବଂ ପ୍ରାର୍ଥନା
-
୯:୪୦ ପରିଚର୍ଚ୍ଚା: ସେମାନେ ଶାନ୍ତି ବୁଣିଲେ ଏବଂ ଶାନ୍ତିର ଫସଲ କାଟିଲେ . . .
-
• ଯୋଷେଫ ଓ ତାଙ୍କ ଭାଇମାନେ (ଗାଲାତୀୟ ୬:୭, ୮; ଏଫିସୀୟ ୪:୩୨)
-
• ଗିବୀୟୋନୀୟ ଲୋକମାନେ (ଏଫିସୀୟ ୫:୧୭)
-
• ଗିଦିୟୋନ୍ (ବିଚାରକର୍ତ୍ତା ୮:୨, ୩)
-
• ଆବିଗେଲ୍ (୧ ଶାମୁୟେଲ ୨୫:୨୭-୩୧)
-
• ମଫୀବୋଶତ୍ (୨ ଶାମୁୟେଲ ୧୯:୨୫-୨୮)
-
• ପାଉଲ ଓ ବର୍ଣ୍ଣବ୍ବା (ପ୍ରେରିତ ୧୫:୩୬-୩୯)
-
• ଆମ ସମୟର ଭାଇଭଉଣୀମାନେ (୧ ପିତର ୨:୧୭)
-
-
୧୧:୦୫ ଗୀତ ସଂ. ୨୮ ଏବଂ ଘୋଷଣା
-
୧୧:୧୫ ବାଇବଲ ଆଧାରିତ ଜନ ଭାଷଣ: କʼଣ ଆପଣ ଈଶ୍ୱରଙ୍କ ସାଙ୍ଗ ହୋଇପାରିବେ ? (ଯାକୁବ ୪:୮; ୧ ଯୋହନ ୪:୧୦)
-
୧୧:୪୫ ଗୀତ ସଂ. ୧୪୭ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୩୫ ସଂଗୀତର ଭିଡିଓ
-
୧:୪୫ ଗୀତ ସଂ. ୨୩
-
୧:୫୦ ଭିଡିଓ: ଯିହୋବା ଆମକୁ ଶାନ୍ତିର ପଥରେ ନେଇଯାʼନ୍ତି—ଭାଗ ୨ (ଯିଶାଇୟ ୪୮:୧୭, ୧୮)
-
୨:୩୦ ଗୀତ ସଂ. ୧୩୯ ଏବଂ ଘୋଷଣା
-
୨:୪୦ ଶେଷରେ ନିଶ୍ଚୟ ସାରା ପୃଥିବୀରେ ଶାନ୍ତି ରହିବ (ରୋମୀୟ ୧୬:୨୦; ୧ କରିନ୍ଥୀୟ ୧୫:୨୪-୨୮; ୧ ଯୋହନ ୩:୮)
-
୩:୪୦ ନୂଆ ଗୀତ ଏବଂ ପ୍ରାର୍ଥନା