ଶନିବାର
ସକାଳ କାର୍ଯ୍ୟକ୍ରମ
-
୯:୨୦ ସଂଗୀତର ଭିଡିଓ
-
୯:୩୦ ଗୀତ ସଂ. ୫୮ ଏବଂ ପ୍ରାର୍ଥନା
-
୯:୪୦ ପରିଚର୍ଚ୍ଚା: “ଶାନ୍ତିଦାୟକ ସୁସମାଚାର” ଶୁଣାଇବା ପାଇଁ ପ୍ରସ୍ତୁତ ରହନ୍ତୁ
-
• ନିଜ ଉତ୍ସାହ ବଜାୟ ରଖନ୍ତୁ (ରୋମୀୟ ୧:୧୪, ୧୫)
-
• ଭଲ ପ୍ରସ୍ତୁତି କରନ୍ତୁ (୨ ତୀମଥି ୨:୧୫)
-
• କଥାବାର୍ତ୍ତା କରିବା ପାଇଁ ପ୍ରଥମେ ନିଜେ ଆଗକୁ ଆସନ୍ତୁ (ଯୋହନ ୪:୬, ୭, ୯, ୨୫, ୨୬)
-
• ଆଗ୍ରହ ଦେଖାଉଥିବା ବ୍ୟକ୍ତିଙ୍କୁ ପୁଣି ଭେଟନ୍ତୁ (୧ କରିନ୍ଥୀୟ ୩:୬)
-
• ନିଜ ବିଦ୍ୟାର୍ଥୀଙ୍କୁ ଉନ୍ନତି କରିବା ପାଇଁ ସାହାଯ୍ୟ କରନ୍ତୁ (ଏବ୍ରୀ ୬:୧, ୨)
-
-
୧୦:୪୦ ଯୁବାମାନେ, ଶାନ୍ତି ଆଡ଼କୁ ନେଇଯାଉଥିବା ରାସ୍ତା ବାଛନ୍ତୁ (ମାଥିଉ ୬:୩୩; ଲୂକ ୭:୩୫; ଯାକୁବ ୧:୪)
-
୧୧:୦୦ ଗୀତ ସଂ. ୧୩୫ ଏବଂ ଘୋଷଣା
-
୧୧:୧୦ ଭିଡିଓ: ଆମ ଭାଇଭଉଣୀ କିପରି ଭାବେ ପ୍ରକୃତ ଶାନ୍ତି ପାଉଛନ୍ତି . . .
-
• ବିରୋଧ ସତ୍ତ୍ୱେ
-
• ରୋଗ ସତ୍ତ୍ୱେ
-
• ଆର୍ଥିକ ସମସ୍ୟା ସତ୍ତ୍ୱେ
-
• ପ୍ରାକୃତିକ ବିପତ୍ତି ସତ୍ତ୍ୱେ
-
-
୧୧:୪୫ ବାପ୍ତିସ୍ମ: ‘ଶାନ୍ତିପଥରେ’ ଚାଲିବା ଜାରି ରଖନ୍ତୁ (ଲୂକ ୧:୭୮, ୭୯; ୨ କରିନ୍ଥୀୟ ୪:୧୬-୧୮; ୧୩ :୧୧)
-
୧୨:୧୫ ଗୀତ ସଂ. ୫୪ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
-
୧:୩୫ ସଂଗୀତର ଭିଡିଓ
-
୧:୪୫ ଗୀତ ସଂ. ୨୯
-
୧:୫୦ ପରିଚର୍ଚ୍ଚା: ଅଶାନ୍ତି ସୃଷ୍ଟି କରୁଥିବା କଥାଗୁଡ଼ିକୁ ନିଜଠାରୁ ଦୂର କରନ୍ତୁ
-
• ବଡ଼ପଣିଆ (ଏଫିସୀୟ ୪:୨୨; ୧ କରିନ୍ଥୀୟ ୪:୭)
-
• ଈର୍ଷା (ଫିଲିପ୍ପୀୟ ୨:୩, ୪)
-
• ବେଇମାନି (ଏଫିସୀୟ ୪:୨୫)
-
• କ୍ଷତି ପହଞ୍ଚାଉଥିବା ଗପସପ (ହିତୋପଦେଶ ୧୫:୨୮)
-
• ରାଗରେ ବେକାବୁ ହେବା (ଯାକୁବ ୧:୧୯)
-
-
୨:୪୫ ଭିଡିଓ: ଯିହୋବା ଆମକୁ ଶାନ୍ତିର ପଥରେ ନେଇଯାʼନ୍ତି—ଭାଗ ୧ (ଯିଶାଇୟ ୪୮:୧୭, ୧୮)
-
୩:୧୫ ଗୀତ ସଂ. ୧୩୦ ଏବଂ ଘୋଷଣା
-
୩:୨୫ ପରିଚର୍ଚ୍ଚା: “ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ”—କିପରି ?
-
• ଶୀଘ୍ର ଖରାପ ଭାବନ୍ତୁ ନାହିଁ (ହିତୋପଦେଶ ୧୯:୧୧; ଉପଦେଶକ ୭:୯; ୧ ପିତର ୩ :୧୧)
-
• କ୍ଷମା ମାଗନ୍ତୁ (ମାଥିଉ ୫:୨୩, ୨୪; ପ୍ରେରିତ ୨୩:୩-୫)
-
• ହୃଦୟ ଖୋଲି କ୍ଷମା କରନ୍ତୁ (କଲସୀୟ ୩:୧୩)
-
• ବୁଝିବିଚାରି କଥା ହୁଅନ୍ତୁ (ହିତୋପଦେଶ ୧୨:୧୮; ୧୮:୨୧)
-
-
୪:୧୫ ସେହି ‘ଶାନ୍ତିକୁ’ ବଜାୟ ରଖନ୍ତୁ ଯାହା ଆମକୁ ଏକତାର ବନ୍ଧନରେ ବାନ୍ଧି ରଖେ (ଏଫିସୀୟ ୪:୧-୬)
-
୪:୫୦ ଗୀତ ସଂ. ୧୧୩ ଏବଂ ପ୍ରାର୍ଥନା