इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରନ୍ତୁ !

ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରନ୍ତୁ !

ଏବ୍ରୀ ୪:୧୧

ସକାଳ କାର୍ଯ୍ୟକ୍ରମ

  • ୯:୪୦ ସଂଗୀତ

  • ୯:୫୦ ଗୀତ ସଂ. ୮୭ ଏବଂ ପ୍ରାର୍ଥନା

  • ୧୦:୦୦ ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରନ୍ତୁ—କିପରି ?

  • ୧୦:୧୫ “ଈଶ୍ୱରଙ୍କ ବାକ୍ୟ ଜୀବନ୍ତ”—ଏହାର ଅର୍ଥ କʼଣ ?

  • ୧୦:୩୦ ସବୁବେଳେ ଯିହୋବାଙ୍କଠାରୁ ପରାମର୍ଶ ମାଗନ୍ତୁ

  • ୧୦:୫୫ ଗୀତ ସଂ. ୮୯ ଏବଂ ଘୋଷଣା

  • ୧୧:୦୫ ଯେଉଁମାନେ ଯିହୋବାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କୁ ସେ ଆଶିଷ ଦିଅନ୍ତି

  • ୧୧:୩୫ ସମର୍ପଣ ଏବଂ ବାପ୍ତିସ୍ମ

  • ୧୨:୦୫ ଗୀତ ସଂ. ୩୨

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୨୦ ସଂଗୀତ

  • ୧:୩୦ ଗୀତ ସଂ. ୪୯

  • ୧:୩୫ ଅନୁଭୂତି

  • ୧:୪୫ ପ୍ରହରୀଦୁର୍ଗର ସାରାଂଶ

  • ୨:୧୫ ପରିଚର୍ଚ୍ଚା: ସେମାନେ ଯିହୋବାଙ୍କ ହୃଦୟକୁ ଖୁସି କରନ୍ତି !

    • • ଯୁବାମାନେ

    • • ଭଉଣୀମାନେ

    • • ବୃଦ୍ଧ ଭାଇଭଉଣୀମାନେ

  • ୩:୦୦ ଗୀତ ସଂ. ୩୮ ଏବଂ ଘୋଷଣା

  • ୩:୧୦ ଯିହୋବାଙ୍କ ସେବାରେ ଖୁସି ପାଆନ୍ତୁ

  • ୩:୫୫ ଗୀତ ସଂ. ୧୧୮ ଏବଂ ପ୍ରାର୍ଥନା