इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  1. ୧. ଆମେ କିପରି ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିପାରିବା ? (ଆଦି. ୨:୧-୩; ଏବ୍ରୀ ୪:୧, ୧୧)

  2. ୨. ଯଦି ଆମେ ଚାହୁଁ ଯେ “ଈଶ୍ୱରଙ୍କ ବାକ୍ୟ” ଆମ ଜୀବନରେ ଗଭୀର ପ୍ରଭାବ ପକାଉ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? (୧ ଥେସ. ୨:୧୩; ଏବ୍ରୀ ୪:୧୨)

  3. ୩. ଆମେ କାହିଁକି ସବୁବେଳେ ଯିହୋବାଙ୍କ ପରାମର୍ଶ ମାନିବା ଉଚିତ୍‌ ? (ଯିଶା. ୨୬:୭-୯, ୧୫, ୨୦)

  4. ୪. ଯିହୋବାଙ୍କଠାରୁ ଆଶିଷ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (୧ ପିତ. ୧:୧୩-୧୫; ୧ ଯୋହ. ୫:୩)

  5. ୫. ଆମେ ଯିହୋବାଙ୍କ ହୃଦୟ କିପରି ଖୁସି କରିପାରିବା ? (ଗୀତ. ୭୧:୧୪, ୧୫; ରୋମୀ. ୧୨:୨; ୧ ପିତ. ୪:୧୦)

  6. ୬. ଆମେ ଯିହୋବାଙ୍କ ସେବା କରିବାରେ କିପରି ଖୁସି ପାଇପାରିବା ? (ଯୋହ. ୫:୧୭)

© 2023 Watch Tower Bible and Tract Society of Pennsylvania

CA-brpgm24-OI